Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରଲର ଓ କାର ମୁହାଁମୁହିଁ ଧକ୍କା: ଦୁଇ ମହିଳା ମୃତ, ତିନି ଗୁରୁତର
ଆଜିର ଖବର

ଟ୍ରଲର ଓ କାର ମୁହାଁମୁହିଁ ଧକ୍କା: ଦୁଇ ମହିଳା ମୃତ, ତିନି ଗୁରୁତର

May 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନବରଙ୍ଗପୁର : ପାପଡାହାଣ୍ଡି ରାଜମଟୁ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରଲର ଓ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏକ ପାଇପ ବୋଝେଇ ଟ୍ରଲର ଏକ କାରକୁ ପିଟିଥିଲା । ଫଳରେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ୫ ବର୍ଷରୁ ଶିଶୁ ପୁତ୍ର ସମତେ ଆଉ ତିନିଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପୁରୀ ରୁ ଜାଗା ଦର୍ଶନ ସାରି ବିଶାଖାପାଟଣା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

accident death
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବତୀକୁ ମାରି ଗଛରେ ଟାଙ୍ଗିଦେଲେ

May 17, 2026

ମଞ୍ଚେଶ୍ଵର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ

May 17, 2026

ପହଲଗାମରେ ଦୁର୍ଘଟଣା: ଦମ୍ପତି ମୃତ

May 17, 2026

ଭାରତ ଏବଂ ନେଦରଲ୍ୟାଣ୍ଡ୍ସ ମଧ୍ୟରେ ସେମିକଣ୍ଡକ୍ଟରକୁ ନେଇ ଚୁକ୍ତି ସ୍ୱାକ୍ଷରିତ

May 17, 2026
Latest News

ଟ୍ରଲର ଓ କାର ମୁହାଁମୁହିଁ ଧକ୍କା: ଦୁଇ ମହିଳା ମୃତ, ତିନି ଗୁରୁତର

May 17, 2026

ଯୁବତୀକୁ ମାରି ଗଛରେ ଟାଙ୍ଗିଦେଲେ

May 17, 2026

ମଞ୍ଚେଶ୍ଵର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ

May 17, 2026

ପହଲଗାମରେ ଦୁର୍ଘଟଣା: ଦମ୍ପତି ମୃତ

May 17, 2026

ଭାରତ ଏବଂ ନେଦରଲ୍ୟାଣ୍ଡ୍ସ ମଧ୍ୟରେ ସେମିକଣ୍ଡକ୍ଟରକୁ ନେଇ ଚୁକ୍ତି ସ୍ୱାକ୍ଷରିତ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.