Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମସ୍କୋ ଡ୍ରୋନ୍ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ
ଆଜିର ଖବର

ମସ୍କୋ ଡ୍ରୋନ୍ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

May 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁର ସାଂସଦ
ବ୍ରିକ୍ସ ସମ୍ମିଳନୀର ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

ବ୍ରହ୍ମପୁର: ରୁଷର ମସ୍କୋ ଅଞ୍ଚଳରେ ହୋଇଥିବା ଏକ ଭୟାବହ ଡ୍ରୋନ୍ ଆକ୍ରମଣରେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଧବନ୍ଧ ଗ୍ରାମର ଓଡ଼ିଆ ଯୁବକ ଏ. ରାମାୟା (୩୦)ଙ୍କ ଆକସ୍ମିକ ମୃତ୍ୟୁ ଘଟଣାରେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଦୁଃଖଦ ସମୟରେ ସାଂସଦ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ପରିବାରକୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଜରୁରୀ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି।

ସଂସଦୀୟ ବୈଦେଶିକ ବ୍ୟାପାର କମିଟିର ସଦସ୍ୟ ଭାବେ ଡ. ପାଣିଗ୍ରାହୀ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ଗତ ରବିବାର ଭୋର ସମୟରେ ମସ୍କୋର ଗାଜପ୍ରୋମ୍ (Gazprom) ତୈଳ ବିଶୋଧନାଗାରରେ ନାଇଟ୍ ସିଫ୍ଟ ସାରି ବସକୁ ଅପେକ୍ଷା କରିଥିବା ବେଳେ ୟୁକ୍ରେନ ସେନା ଦ୍ୱାରା ହୋଇଥିବା ଆକ୍ରମଣର ଶିକାର ହୋଇଥିଲେ।

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଡ. ପ୍ରଦୀପ ପାଣିଗ୍ରାହୀ ମସ୍କୋ ମସ୍କୋ ଡ୍ରୋନ୍ ଆକ୍ରମଣ ରୁଷ
Share. Facebook Twitter LinkedIn Email WhatsApp Copy Link

Related Posts

ନଭେମ୍ବର ୧୨ ତାରିଖ: ପଢନ୍ତୁ ଆଜିର ରାଶିଫଳ

November 12, 2026

ସ୍ୱଚ୍ଛତା ପୁରସ୍କାର: ଓଡ଼ିଶାର ପୁରୀ, ଭୁବନେଶ୍ୱର ଓ ଆସିକା ପୁରସ୍କୃତ

November 11, 2026

ଚା’ କପ୍‌ରୁ ଘର ବଜେଟ୍‌ ଯାଏଁ ମହଙ୍ଗା ମାଡ଼! ମଦର ଡେରୀ ପରେ ଅମୂଲ ବଢ଼ାଇଲା କ୍ଷୀର ଦର, ନଭେମ୍ବର ୧୨ରୁ ନୂଆ ମୂଲ୍ୟ ଲାଗୁ

November 11, 2026

ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

November 11, 2026
Latest News

ନଭେମ୍ବର ୧୨ ତାରିଖ: ପଢନ୍ତୁ ଆଜିର ରାଶିଫଳ

November 12, 2026

ସ୍ୱଚ୍ଛତା ପୁରସ୍କାର: ଓଡ଼ିଶାର ପୁରୀ, ଭୁବନେଶ୍ୱର ଓ ଆସିକା ପୁରସ୍କୃତ

November 11, 2026

ଚା’ କପ୍‌ରୁ ଘର ବଜେଟ୍‌ ଯାଏଁ ମହଙ୍ଗା ମାଡ଼! ମଦର ଡେରୀ ପରେ ଅମୂଲ ବଢ଼ାଇଲା କ୍ଷୀର ଦର, ନଭେମ୍ବର ୧୨ରୁ ନୂଆ ମୂଲ୍ୟ ଲାଗୁ

November 11, 2026

ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

November 11, 2026

ରାଜପଥ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.