Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କାଟ ନେଇ ନିର୍ଦ୍ଦେଶ ଜାରି କଲେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କାଟ ନେଇ ନିର୍ଦ୍ଦେଶ ଜାରି କଲେ ମୁଖ୍ୟମନ୍ତ୍ରୀ

May 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କାଟ ନେଇ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏନେଇ ପ୍ରଶାସନକୁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେପରିକି ବୈଠକ, ସମୀକ୍ଷା ପ୍ରଶିକ୍ଷଣ, କାର୍ମଶାଳା ଆଦି ଭର୍ଟୁଆଲ ମୋଡରେ ହେବ ଏବଂ ନୂଆ ଚାରିଚକିଆ ଓ ଦୁଇ ଚକିଆ ଯାନ ଇଭି କିଣିବା ବାଧ୍ୟତାମୂଳକ । ସରକାରୀ ଯାନ ପାଇଥିବା ବରିଷ୍ଠ ଅଫିସର ମାନେ କାରପୁଲିଙ୍ଗ କରିବା ବାଧ୍ୟତାମୂଳକ । ସରକାରୀ ଗାଡି ବ୍ୟବହାର ପାଇଁ ଅର୍ଥ ବିଭାଗ ମାର୍ଗଦର୍ଶିକା ଜାରି କରିବା । କର୍ମଚାରୀମାନେ ଦୂର ସ୍ଥାନକୁ ବସ କିମ୍ବା ରେଳରେ ଯାତ୍ରା କରିବେ । ସରକାରୀ ବିଭାଗଗୁଡିକରେ ବ୍ୟବହାର କମାଇବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

cmodisha ପେଟ୍ରୋଲ ଡିଜେଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଧାର ନମ୍ବରରୁ ଜଣାପଡ଼ିବ କି ଆପଣଙ୍କ ବ୍ୟାଙ୍କ ବାଲାନ୍ସ? ଦୂର କରନ୍ତୁ ଦ୍ୱନ୍ଦ୍ୱ

October 26, 2026

ଦେବଦତ୍ତ ପଡିକ୍କଲ ୧୯୯ରେ ଆଉଟ୍: ଅମ୍ପାୟାରଙ୍କ କାରଣରୁ ‘ଡବଲ୍ ସେଞ୍ଚୁରୀ’ରୁ ବଞ୍ଚିତ

October 26, 2026

୫୦୦ କୋଟି ଟଙ୍କାର ଅଡିଓ କ୍ଲିପ୍ ବିବାଦ: ଇଡି ତଦନ୍ତ ଦାବି କଲେ ସଞ୍ଜୟ ରାଉତ

October 26, 2026

ବ୍ୟାଙ୍କିଂ ସିଷ୍ଟମରେ ବଡ଼ ହଲଚଲ! ୩ ଦିନରେ ଗାଏବ ₹୧୩.୯୬ କୋଟି, ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ତ?

October 26, 2026
Latest News

ଆଧାର ନମ୍ବରରୁ ଜଣାପଡ଼ିବ କି ଆପଣଙ୍କ ବ୍ୟାଙ୍କ ବାଲାନ୍ସ? ଦୂର କରନ୍ତୁ ଦ୍ୱନ୍ଦ୍ୱ

October 26, 2026

ଦେବଦତ୍ତ ପଡିକ୍କଲ ୧୯୯ରେ ଆଉଟ୍: ଅମ୍ପାୟାରଙ୍କ କାରଣରୁ ‘ଡବଲ୍ ସେଞ୍ଚୁରୀ’ରୁ ବଞ୍ଚିତ

October 26, 2026

ଏଆଇ ପାଇଁ କ୍ଲାଉଡ୍‌ ବ୍ୟବସାୟର ସ୍ୱଳ୍ପମିଆଦୀ କ୍ଷତିକୁ ସ୍ୱୀକାର କଲେ ସୁନ୍ଦର ପିଚାଇ

October 26, 2026

୫୦୦ କୋଟି ଟଙ୍କାର ଅଡିଓ କ୍ଲିପ୍ ବିବାଦ: ଇଡି ତଦନ୍ତ ଦାବି କଲେ ସଞ୍ଜୟ ରାଉତ

October 26, 2026

ବ୍ୟାଙ୍କିଂ ସିଷ୍ଟମରେ ବଡ଼ ହଲଚଲ! ୩ ଦିନରେ ଗାଏବ ₹୧୩.୯୬ କୋଟି, ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ତ?

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.