Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶୀ, ବିଦେଶୀ ଓ ହାଣ୍ଡିଆ ମଦ ବିକ୍ରି ବନ୍ଦ ପାଇଁ ଡ଼ଇଁଚା ଗ୍ରାମବାସୀଙ୍କ ରାସ୍ତାରୋକ
ଆଜିର ଖବର

ଦେଶୀ, ବିଦେଶୀ ଓ ହାଣ୍ଡିଆ ମଦ ବିକ୍ରି ବନ୍ଦ ପାଇଁ ଡ଼ଇଁଚା ଗ୍ରାମବାସୀଙ୍କ ରାସ୍ତାରୋକ

May 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା) : ନାକଟିଦେଉଳ ବ୍ଲକ ଡ଼ଇଁଚା ଗ୍ରାମର ବିଭିନ୍ନ ଅଫିସ ସମ୍ମୁଖରେ ବେଆଇନ ଦେଶୀ, ବିଦେଶୀ ଓ ହାଣ୍ଡିଆ ମଦ ବିକ୍ରି ବିରୁଦ୍ଧରେ ଆଜି ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ହାଟ ପଦା ନିକଟରେ ରାଞ୍ଚି ବିଜୟ ୱାଡ଼ା ରାସ୍ତାକୁ ଡ଼ଇଁଚା ଗ୍ରାମବାସୀ ଅବରୋଧ କରିଥିଲେ ।  ଯାହାଫଳରେ ୩ ଘଣ୍ଟା ଧରି ଉଭୟ ପାଶ୍ଵରେ ଶହ ଶହ ଗାଡି ମଟର ଅଟକି ରହିଥିଲା । ଏହି ଅଟକ ନେଇ ଯାତ୍ରୀ ମାନେ ନାହିଁ ନ ଥିବା ଦୁର୍ଦଶା ଭୋଗୀ ଥିଲେ ।  ଆମ୍ବୁଲାନ୍ସ, ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କୁ ଛାଡି ଦେଲେ ଅନ୍ୟ ଗାଡି ମଟର କୁ ଗ୍ରାମ ବାସି ଅଟକାଇଥିଲେ । ପୋଲିସ ଓ ଅବକାରି ବିଭାଗକୁ ଗ୍ରାମବାସୀ ଲିଖିତାକାରରେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବାରୁ ଏହି ରାସ୍ତା ରୋକ ହୋଇଥିଲା ।  ଗ୍ରାମର ସମସ୍ତ ଅଫିସ ସମ୍ମୁଖରେ ବେଆଇନ ଦେଶୀ, ବିଦେଶୀ, ମହୁଲି ଆଦି ବିକ୍ରି ହେଉଥିବାରୁ ଗ୍ରାମରେ ବହୁ ସମୟରେ ଟିକିଏ କଥାରେ ହାତାହାତି ହେବା ସହ କଲେଜ, ସ୍କୁଲ ପଢିଯାଉଥିବା ଛାତ୍ର ଛାତ୍ରୀ ମାନେ ନିଜକୁ ସୁରକ୍ଷା ମଣୁ ନାହାନ୍ତି । ଏପରିକି ମଦୁଆ ମାନଙ୍କର ଉତ୍ପାତ ବଢିଚାଲିଛି l।  ଖବର ପାଇ ନାକଟିଦେଉଳ ତହସିଲଦାର ମାଜିଷ୍ଟେଟ ଦାୟିତ୍ୱରେ ରେଢ଼ାଖୋଲ ଥାନାଧିକାରୀଓ ଅବକାରୀ ଇନ୍ସପେକ୍ଟର ପହଂଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ।  ଶେଷରେ ଅବକାରୀ ବିଭାଗ ଲିଖିତ ପ୍ରତିଶ୍ରୁତି ଦେବାରୁ ରାସ୍ତା ରୋକ ବନ୍ଦ ହୋଇଥିଲା l । ଗ୍ରାମର ଶହ ଶହ ଜନସାଧାରଣ ଏହି ରାସ୍ତା ରୋକରେ ସାମିଲ ହୋଇଥିଲେ । 

ବିଦେଶୀ ଓ ହାଣ୍ଡିଆ ମଦ ବିକ୍ରି ରାସ୍ତାରୋକ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମାନଧନ ଯୋଜନା ପାଇଁ କିପରି ଆବେଦନ କରିବେ?: ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

September 12, 2026

ସୁନା ଓ ରୂପା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

September 12, 2026

ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026
Latest News

ପ୍ରଧାନମନ୍ତ୍ରୀ ମାନଧନ ଯୋଜନା ପାଇଁ କିପରି ଆବେଦନ କରିବେ?: ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

September 12, 2026

ସୁନା ଓ ରୂପା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

September 12, 2026

ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

September 12, 2026

ବ୍ରିକ୍ସ ପ୍ଲାଟଫର୍ମରୁ ମହିନ୍ଦ୍ରାଙ୍କୁ ପ୍ରଶଂସା କଲେ ପୁଟିନ୍: ଜାଣନ୍ତୁ କାହିଁକି?

September 12, 2026

କ୍ଷତିକାରକ ନୁହେଁ ଉପବାସ, ଜାଣନ୍ତୁ କ’ଣ ମିଳିଥାଏ ଲାଭ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.