ଭୁବନେଶ୍ୱର: ମହାରାଜା ଫିଲ୍ମ ହଲରେ ତୁମୁଳକାଣ୍ଡ । ଫିଲ୍ମ ଦେଖିବା ବେଳେ ହୋହାଲ୍ଲାରୁ ମାରପିଟ୍। ଫିଲ୍ମ ହଲରେ ମାରପିଟ୍ ପରେ ଭଙ୍ଗାରୁଜା । ଫିଲ୍ମ ସିନ୍ ଦେଖି ହୋହାଲ୍ଲା କଲେ କିଛି ଯୁବକ । ହୋହାଲ୍ଲାକୁ ବିରୋଧ କରିବାରୁ ଗଣ୍ଡଗୋଳ। ଜଣେ ନାବାଳକଙ୍କ ସମେତ ୩ ଜଣ ଗିରଫ। ୩ ଜଣଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ । ଅଭିଯୁକ୍ତମାନେ ଗଣପତିନଗର ବସ୍ତି ଅଞ୍ଚଳର ସୂଚନା ରହିଛି ।


