Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା
ଆଜିର ଖବର

ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

May 23, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର : ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩କୁ ଛୁଇଁଲା ।  ୧୬ଟି ଅଭିଯୋଗରୁ ୩ଟି ଅଂଶୁଘାତ ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ । ବାକି ୧୩ଟି ଅଭିଯୋଗର ତଦାରଖ କରାଯାଉଛି । ଲୋକେ ସଚେତନ ଥିବାରୁ ଚଳିତ ବର୍ଷ ଅଂଶୁଘାତ ମୃତ୍ୟୁ ସଂଖ୍ୟା କମିଛି ବୋଲି ସୂଚନା ଦେଲେ  SRC ପଦ୍ମନାଭ ବେହେରା । ବଲାଙ୍ଗିର, ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଜଣେ ଲେଖାଏଁ ମୃତ ।

ଅଂଶୁଘାତ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

AAP ବିଧାୟିକା ଅମନଦୀପ କୌର ଅରୋରାଙ୍କ ଘରେ ଇଡ଼ି ଚଢ଼ଉ

November 4, 2026

ପ୍ରଥମ ଦିନିକିଆରେ ଭାରତର ଧମାକାଦାର ବିଜୟ: ୫ ୱିକେଟରେ ହାରିଲା ନ୍ୟୁଜିଲାଣ୍ଡ

November 4, 2026

ଗୋଟିଏ ଝଟକାରେ ସୁନା ୩୦୦୦, ରୁପା ୬୯୦୦ ଟଙ୍କା ମହଙ୍ଗା

November 4, 2026

ନୁନୁଝରଣ କ୍ରସର ହେରଫେର ମାମଲା: ରାଜା ଚକ୍ର ଓ ସହଯୋଗୀଙ୍କ ଘରେ ଅର୍ଥନୈତିକ ଅପରାଧ ଶାଖାର ଏକକାଳୀନ ଚଢ଼ଉ

November 4, 2026
Latest News

AAP ବିଧାୟିକା ଅମନଦୀପ କୌର ଅରୋରାଙ୍କ ଘରେ ଇଡ଼ି ଚଢ଼ଉ

November 4, 2026

ପ୍ରଥମ ଦିନିକିଆରେ ଭାରତର ଧମାକାଦାର ବିଜୟ: ୫ ୱିକେଟରେ ହାରିଲା ନ୍ୟୁଜିଲାଣ୍ଡ

November 4, 2026

ଗୋଟିଏ ଝଟକାରେ ସୁନା ୩୦୦୦, ରୁପା ୬୯୦୦ ଟଙ୍କା ମହଙ୍ଗା

November 4, 2026

ନୁନୁଝରଣ କ୍ରସର ହେରଫେର ମାମଲା: ରାଜା ଚକ୍ର ଓ ସହଯୋଗୀଙ୍କ ଘରେ ଅର୍ଥନୈତିକ ଅପରାଧ ଶାଖାର ଏକକାଳୀନ ଚଢ଼ଉ

November 4, 2026

ଅଂଶୁଲ କମ୍ବୋଜଙ୍କ ଐତିହାସିକ ସ୍ପେଲ୍: ଭାଙ୍ଗିଲେ ୨୧ ବର୍ଷର ରେକର୍ଡ

November 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.