ଆସିକା: ଭିଣେଇଙ୍କ ଛୁରା ମାଡରେ ଶଳା ଗୁରୁତର । ଆସିକା ବସଷ୍ଟାଣ୍ଡରେ ଛୁରାମାଡ଼ ହୋଇଥିବାର ସୂଚନା । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି। ପାରିବାରିକ କଳହରୁ ଛୁରାମାଡ଼ ସୂଚନା।