ମାଲକାନଗିରି : ବନ ବିଭାଗ ପାରା କର୍ମଚାରୀଙ୍କ ମୃତ୍ୟୁ । ପାଟ୍ରୋଲିଂ କଲାବେଳେ ରାସ୍ତା ମଝିରେ ଟଳିପଡିଲେ କର୍ମଚାରୀ । ଅସୁସ୍ଥ ଅବସ୍ଥାରେ ପ୍ରଥମେ ମାଥାଲି ପରେ ମାଲକାନଗିରି ସ୍ଥାନାନ୍ତର ହୋଇଥିଲେ ।