ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଦେଶରେ ବହୁତ ଅଶାନ୍ତି ସୃଷ୍ଟି କରୁଛି। ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି। ପେଟ୍ରୋଲ, ଡିଜେଲ, ସିଏନଜି ଠାରୁ ଆରମ୍ଭ କରି କ୍ଷୀର ଏବଂ ଚିନି ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ବୃଦ୍ଧି ପାଇଛି। କିନ୍ତୁ ଆଜି ସୁନା ଓ ରୂପା ମୂଲ୍ୟରେ ହ୍ରାସ ଦେଖାଦେଇଛି। ଆଜି ଓଡିଶାର ରାଜଧାନୀ ଭୁବନେଶ୍ଵରରେ ସୁନା ଓ ରୂପା ମୂଲ୍ୟ କ’ଣ ରହିଛି, ଆସନ୍ତୁ ଜାଣିବା…
ଭୁବନେଶ୍ଵରରେ ସୁନା ମୂଲ୍ୟ:
୨୪ କ୍ୟାରେଟ (ପ୍ରତି ୧୦ ଗ୍ରାମ)- ୧ ଲକ୍ଷ ୫୬ ହଜାର ୬୦ ଟଙ୍କା
୨୨ କ୍ୟାରେଟ (ପ୍ରତି ୧୦ ଗ୍ରାମ)- ୧ ଲକ୍ଷ ୪୩ ହଜାର ୫୦ ଟଙ୍କା
୧୮ କ୍ୟାରେଟ (ପ୍ରତି ୧୦ ଗ୍ରାମ)- ୧ ଲକ୍ଷ ୧୭ ହଜାର ୪୦ ଟଙ୍କା
ରୂପା ମୂଲ୍ୟ:
୧୦ ଗ୍ରାମ- ୨,୭୫୦ ଟଙ୍କା
୧ କେଜି- ୨ ଲକ୍ଷ ୭୫ ହଜାର ଟଙ୍କା।


