ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲରେ କାର୍ଯ୍ୟରତ ୱାର୍ଡରଙ୍କ ମୃତ୍ୟୁ । ମୃତକ ଜେଲ୍ର ହେଉଛନ୍ତି ବରଗଡର ରଶ୍ମିରଞ୍ଜନ ମିଶ୍ର । ଜେଲ୍ ବାରାକ୍ର ବାଥ୍ରୁମ୍ରେ ଖସି ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁ ସମ୍ପର୍କରେ ଏନେଇ ଜେଲ୍ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।


