Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକପ୍ରିୟ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ
ଆଜିର ଖବର

ଲୋକପ୍ରିୟ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ

June 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଲୋକପ୍ରିୟ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ । ୮୯ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ସୁମନ କଲ୍ୟାଣପୁର । ମରାଠୀ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିବା ସୁମନ ୮୫୦ ରୁ ଅଧିକ ସିନେମାରେ କଣ୍ଠଦାନ କରିଛନ୍ତି । ଓଡିଆ ସିନେମାରେ ମଧ୍ୟ ସୁମନଙ୍କର ଜାଦୁ ରହିଛି । ଗୁହାରି ଶୁଣ ହେ … , ଏ ବନର ଛାଇ…, ସଜନୀରେ କାହିଁ ଗଲେ ଶ୍ୟାମ …. ଆଦି ଲୋକପ୍ରିୟ ଗୀତ ଗାଇଛନ୍ତି । ତାଙ୍କର ଲୋକପ୍ରିୟ ଗୀତ ମଧ୍ୟରେ ରହିଛି – ଆଜ କଲ ତେରେ ମେରେ ପ୍ୟାର କି ଚର୍ଚା … , ନା ନା କରତେ…, ତୁମନେ ପୁକାରା… ଆଦି ରହିଛି । ତାଙ୍କର ସ୍ଵର ସ୍ଵରର ମହାରାଣୀ ଲତା ମଙ୍ଗେସକରଙ୍କ ସହ ସାମଞ୍ଜସ୍ୟ ଥିବାରୁ ତାଙ୍କୁ କେହି କେହି ଦ୍ଵିତୀୟ ଲତା ବୋଲି କୁହନ୍ତି ।  ସୁମନ କଲ୍ୟାଣପୁରୀଙ୍କ ଜନ୍ମ ୧୯୩୭ ଜାନୁଆରି ୨୮ରେ ଅବିଭକ୍ତ ଭାରତ (ବର୍ତ୍ତମାନ ବାଂଲାଦେଶ)ର ଭବାନୀପୁରରେ ହୋଇଥିଲା। ସେ ୨୦୨୩ରେ ପଦ୍ମବିଭୂଷଣ ସମ୍ମାନ  ପାଇଥିଲେ । ତାଙ୍କ ମୃତ୍ୟୁ ଖବର ସାରା ଦେଶର ସଙ୍ଗୀତ ଶିଳ୍ପରେ ଶୋକର ଛାୟା ଖେଳିଯାଇଛି।

ସୁମନ କଲ୍ୟାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଉଠା ଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କଲା ପିଏମ୍ ସ୍ୱନିଧି

June 1, 2026

ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି ହେଲେ ନୂତନ ସିଡିଏସ୍‌

June 1, 2026

ମହିଳାଙ୍କୁ ଦଳିଦେଲା ହାତୀ

June 1, 2026

ଆଜି ପଶ୍ଚିମବଙ୍ଗରେ କ୍ୟାବିନେଟ୍ ସଂପ୍ରସାରଣ: ଶୁଭେନ୍ଦୁ ସରକାରରେ ୩୫ ଜଣ ନୂତନ ମନ୍ତ୍ରୀ ନିଯୁକ୍ତ ହେବେ

June 1, 2026
Latest News

ଉଠା ଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କଲା ପିଏମ୍ ସ୍ୱନିଧି

June 1, 2026

ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି ହେଲେ ନୂତନ ସିଡିଏସ୍‌

June 1, 2026

ମହିଳାଙ୍କୁ ଦଳିଦେଲା ହାତୀ

June 1, 2026

ଆଜି ପଶ୍ଚିମବଙ୍ଗରେ କ୍ୟାବିନେଟ୍ ସଂପ୍ରସାରଣ: ଶୁଭେନ୍ଦୁ ସରକାରରେ ୩୫ ଜଣ ନୂତନ ମନ୍ତ୍ରୀ ନିଯୁକ୍ତ ହେବେ

June 1, 2026

କଂଗ୍ରେସରେ ମିଶିଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁତ୍ର ପ୍ରିୟବ୍ରତ

June 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.