ନୂଆଦିଲ୍ଲୀ: ରାଜ୍ୟସଭା ପାଇଁ ବିଜେପି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଓଡିଶା ସମେତ ୬ ଟି ରାଜ୍ୟ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଓଡ଼ିଶାରୁ ଦେବାଶିଷ ସାମନ୍ତରାୟଙ୍କୁ ମନୋନୀତ କରାଯାଇଛି। ଦେବାଶିଷ ସାମନ୍ତରାୟ କିଛି ଦିନ ତଳେ ବିଜେଡ଼ି ରୁ ଇସ୍ତଫା ଦେଇ ବିଜେପି ରେ ସାମିଲ ହୋଇଥିଲେ।
ସେହିଭଳି ଅରୁଣାଚଳ ପ୍ରଦେଶରୁ ତାଇ ତଗାକଙ୍କୁ ମନୋନୀତ କରିଛି। ରାଜୁଭାଇ ଶୁକ୍ଳା, ମୁକେଶଭାଇ ରାଠୱା, ମାନସିଂହ ପରମାର, ଜିତେନ୍ଦ୍ର ମେଘଜୀଭାଇ ଏବଂ କଞ୍ଜାରିଆଙ୍କୁ ଗୁଜରାଟରୁ ମନୋନୀତ କରାଯାଇଛି। ଏହା ବ୍ୟତୀତ ଦଳ ମଧ୍ୟ ପ୍ରଦେଶରୁ ତରୁଣ ଚୁଗ୍ ଏବଂ ରଜନୀଶ ଅଗ୍ରୱାଲଙ୍କୁ ମନୋନୀତ କରିଛି। ମଣିପୁରରୁ ଏ. ଶାରଦୀ ଦେବୀ, ରାଜସ୍ଥାନରୁ ଡକ୍ଟର ଅଳକା ଗୁର୍ଜର ଏବଂ ସତୀଶ ପୁନିଆ ଏବଂ


