Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟର ଅପଭ୍ରଂଶ ଇଂରାଜୀ ବନାନ ବଦଳିବ
ଆଜିର ଖବର

ରାଜ୍ୟର ଅପଭ୍ରଂଶ ଇଂରାଜୀ ବନାନ ବଦଳିବ

June 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର : ରାଜ୍ୟର ବିଭିନ୍ନ ଅଞ୍ଚଳର ଇଂରାଜୀ ତ୍ରୁଟିପୂର୍ଣ୍ଣ ନାଁର ସଂଶୋଧନ ହୋଇଛି। ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ଦ୍ବାରା ଏହି ପ୍ରସ୍ତାବ ଗୃହୀତ ହୋଇଛି। ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁପାରିଶ ହୋଇଛି । ତେବେ ପୂର୍ବରୁ ଦିଆଯାଇଥିବା 3ଟି ପ୍ରସ୍ତାବରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।  ସଂଶୋଧନ ନେଇ ଓଡିଆ ଭାଷା ପ୍ରତିଷ୍ଠାନକୁ ଚିଠି କରିଛି ରାଜସ୍ୱ ବିଭାଗ । କମିଟିରେ ଗୃହିତ ପ୍ରସ୍ତାବ ସାଧାରଣରେ ପ୍ରକାଶ ପାଇଁ ସୁପାରିଶ ହୋଇଛି । ଉଚ୍ଚ କର୍ତ୍ତୁପକ୍ଷ ବିଧିବଦ୍ଧ ସୂଚନା ଜାରି କରିବା ନେଇ ଉଲ୍ଲେଖ ରହିଛି ।

ଉଚ୍ଚ ସ୍ତରୀୟ କମିଟିରେ ଗୃହୀତ ହେଲା ପରେ Junagadର ନାମ ଏବେ Junagada ହୋଇଛି। ସେହିପରି Nimapara ଏବେ Nimapada ହୋଇଛି। Soroର ନାମ Sora ଏବଂ Angulର ନାମ Anugola ରଖାଯାଇଛି। ସେହିପରି Bolangir ଏବେ Balangir ହୋଇଛି। Nilgiriର ନାମ Nilagiri ହୋଇଛି। ଏଥି ସହିତ ରାଜ୍ୟର ଆହୁରି ଅନେକଗୁଡ଼ିଏ ସ୍ଥାନର ଇଂରାଜୀ ଉଚ୍ଚାରଣ ପରିବର୍ତ୍ତନ କରାଯାଇଛି।

ଅପଭ୍ରଂଶ ଇଂରାଜୀ ବନାନ ଓଡିଶାସରକାର
Share. Facebook Twitter LinkedIn Email WhatsApp Copy Link

Related Posts

‘ଭୋଟ ଚୋରି’ ଅଭିଯୋଗକୁ ନେଇ ତୀବ୍ର ହେବ ରାଜନୀତି, ମଇଦାନକୁ ଓହ୍ଲାଇବ କଂଗ୍ରେସ

October 5, 2026

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍‌ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ଓଲିଉଡ୍ ଜଗତରେ ଶୋକର ଛାୟା

October 5, 2026

ବାଣପୁର ସ୍ଥିତ ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ!

October 5, 2026

ଏବେ ନୂଆ ରୂପରେ କଳିଙ୍ଗ ଷ୍ଟୁଡ଼ିଓ, ସ୍ୱତନ୍ତ୍ର ଆର୍କାଇଭ୍‌ ଓ ମ୍ୟୁଜିୟମର ଶୁଭାରମ୍ଭ

October 5, 2026
Latest News

‘ଭୋଟ ଚୋରି’ ଅଭିଯୋଗକୁ ନେଇ ତୀବ୍ର ହେବ ରାଜନୀତି, ମଇଦାନକୁ ଓହ୍ଲାଇବ କଂଗ୍ରେସ

October 5, 2026

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍‌ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ଓଲିଉଡ୍ ଜଗତରେ ଶୋକର ଛାୟା

October 5, 2026

ବାଣପୁର ସ୍ଥିତ ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ!

October 5, 2026

ଏବେ ନୂଆ ରୂପରେ କଳିଙ୍ଗ ଷ୍ଟୁଡ଼ିଓ, ସ୍ୱତନ୍ତ୍ର ଆର୍କାଇଭ୍‌ ଓ ମ୍ୟୁଜିୟମର ଶୁଭାରମ୍ଭ

October 5, 2026

ଖୋରଧା: ଜିଲ୍ଲା ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.