ଭୁବନେଶ୍ବର: ଆଜି ପୂର୍ବାହ୍ମରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣୱାତ। ସେ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନ ବନ୍ଦର ବାହାରେ ଏକ ଗଛ ଲଗାଇଥିଲେ। ଆଜି ପରିବେଷ ଦିବସ ତଥା ଏକ ପେଡ୍ ମା କେ ନାମ୍ ରେ ଏହି ଗଛ ଲଗାଇଥିଲେ।
ଆଜି ଅପରାହ୍ନରେ କଙ୍ଗନା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ତାଙ୍କ ଅଭିନିତ ଚଳଚିତ୍ର ‘ଭାରତ ଭାଗ୍ୟ ବିଧାତା’ ର ପ୍ରିମିୟମ ସୋ ଦେଖିବେ।


