Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଜପତି ଆରକ୍ଷୀ ଅଧୀକ୍ଷକଙ୍କ ସମୀକ୍ଷା ବୈଠକ
ଆଜିର ଖବର

ଗଜପତି ଆରକ୍ଷୀ ଅଧୀକ୍ଷକଙ୍କ ସମୀକ୍ଷା ବୈଠକ

June 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗଜପତି ଆରକ୍ଷୀ ଅଧୀକ୍ଷକଙ୍କ ସମୀକ୍ଷା ବୈଠକ
ଗଜପତି ଆରକ୍ଷୀ ଅଧୀକ୍ଷକଙ୍କ ସମୀକ୍ଷା ବୈଠକ

ଗଜପତି (କୈଳାଶ ଚନ୍ଦ୍ର ଚୌଧୁରୀ): ଗଜପତି ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଯୋଗଦାନ କରିଥିଲେ। ଜିଲ୍ଲାରେ ଆଇନଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ସହ ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ଉପରେ ଜୋର୍ ଦେଇଥିଲେ।

ଉପସ୍ଥିତ ସମସ୍ତ ପୋଲିସ ଅଧିକାରୀ ମାନଙ୍କୁ ଜନସାଧାରଣଙ୍କ ନିକଟତର ହେବାକୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ତଦନ୍ତ ଆଇନ ମାମଲାର ଅଗ୍ରଗତି, ଆଇନଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣ ନେଇ ଆଲୋଚନା କରିଥିଲେ। ଏସପି ଶ୍ରୀ ମୀନା ମାମଲା ଗୁଡିକର ନିରପେକ୍ଷ, ଗୁଣାତ୍ମକ ଓ ସମୟବଦ୍ଧ ତଦନ୍ତ ଉପରେ ଗୁରୁତ୍ବାରୋପ କରିଥିଲେ।

ତତସଙ୍ଗେ ସଙ୍ଗେ ମାମଲାର ତୁରନ୍ତ ସମାଧାନ, ନିର୍ଦ୍ଧାରିତ ସମୟରେ ଅଭିଯୋଗ ପତ୍ର ଦାଖଲ , ଫେରାର ଆସାମୀ ମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନଲାଇନ ଠକେଇ , ବ୍ୟାଂକ ଜାଲିଆତି ଓ ସାମାଜିକ ଗଣମାଧ୍ୟମ ଦ୍ବାରା ହେଉଥିବା ଅପରାଧ ବିରୋଧରେ ଅଧିକ ତତ୍ପରତା ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଜନସାଧାରଣଙ୍କ ଠାରେ ସାଇବର ସଚେତନତା ବଢାଇବାକୁ କହିଥିଲେ। ଏହାଛଡା ମାଦକଦ୍ରବ୍ୟ ଓ ନିଶାକାରବାରକୁ ନିୟନ୍ତ୍ରଣ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ସୁଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଗଜପତି ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନା ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱଚ୍ଛ ଓ ପ୍ରାଚୀନ ଯମୁନା ପୁନରୁଦ୍ଧାର ପାଇଁ ସାମୂହିକ ପ୍ରୟାସର ଆହ୍ୱାନ

June 9, 2026

ମହବୁବନଗର-ସିକନ୍ଦରାବାଦ-ମେଡଚାଲ ସେକ୍ସନରେ ବୈଦ୍ୟୁତିକ ଟ୍ରାକ୍ସନ୍ ସିଷ୍ଟମ୍ ଉନ୍ନତିକରଣକୁ ମଞ୍ଜୁରୀ

June 9, 2026

ଧର୍ମେନ୍ଦ୍ରଙ୍କ ଗଡରେ ଗର୍ଜ୍ଜନ କରିବେ କହ୍ନେୟା କୁମାର, ଇସ୍ତଫା ଦାବି କରି ସମ୍ବଲପୁରରେ କଂଗ୍ରେସର ସମାବେଶ

June 9, 2026

ବିଜେଡିରେ ଯୋଗ ଦେବେ ସୁଜାତା କାର୍ତ୍ତିକେୟନ ରାଉତ !! ଜାଣନ୍ତୁ ସେ ଦଳରେ କଣ ହେବେ

June 9, 2026
Latest News

ଗଜପତି ଆରକ୍ଷୀ ଅଧୀକ୍ଷକଙ୍କ ସମୀକ୍ଷା ବୈଠକ

June 9, 2026

ସ୍ୱଚ୍ଛ ଓ ପ୍ରାଚୀନ ଯମୁନା ପୁନରୁଦ୍ଧାର ପାଇଁ ସାମୂହିକ ପ୍ରୟାସର ଆହ୍ୱାନ

June 9, 2026

ମହବୁବନଗର-ସିକନ୍ଦରାବାଦ-ମେଡଚାଲ ସେକ୍ସନରେ ବୈଦ୍ୟୁତିକ ଟ୍ରାକ୍ସନ୍ ସିଷ୍ଟମ୍ ଉନ୍ନତିକରଣକୁ ମଞ୍ଜୁରୀ

June 9, 2026

ଇ୮୫ ଇନ୍ଧନର ମୂଲ୍ୟ ପେଟ୍ରୋଲ ଠାରୁ ପ୍ରାୟ ୨୦ ଟଙ୍କା କମ୍: ଆନ୍ତଃମନ୍ତ୍ରଣାଳୟ

June 9, 2026

ଧର୍ମେନ୍ଦ୍ରଙ୍କ ଗଡରେ ଗର୍ଜ୍ଜନ କରିବେ କହ୍ନେୟା କୁମାର, ଇସ୍ତଫା ଦାବି କରି ସମ୍ବଲପୁରରେ କଂଗ୍ରେସର ସମାବେଶ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.