Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ
ଆଜିର ଖବର

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର : ଆଇନ ଶୃଙ୍ଖଳା ସଜାଡିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ବଡ ପଦକ୍ଷେପ ନେଇଛନ୍ତି ।  ଆସନ୍ତା ଜୁଲାଇରୁ ସମୀକ୍ଷା ଓ ଯାଞ୍ଚ ପାଇଁ ଆଇପିଏସ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି  । ନିରୀକ୍ଷଣ ଶେଷର ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ବାଧ୍ୟତାମୂଳକ ରହିଛି । ଏହି କ୍ରମରେ ହାଜତରେ ଘଟୁଥିବା ଥାର୍ଡ ଡିଗ୍ରୀ ତଥା ଥାନାରେ ହେଉଥିବା ଅନିୟମିତତା ଆଦି ବିଷୟରେ ମଧ୍ୟ ସମୀକ୍ଷା କରାଯିବ ।

ସ୍ପେଶାଲ ଅପରେଶନ ଏଡିଜି ସଂଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ ଦାୟିତ୍ଵ । ଅନ୍ୟ ୧୩ ଆଇପିଏସ ଅଫିସରଙ୍କୁ ଗୋଟିଏ ଲେଖାଏ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ ଦିଆଯାଇଛି । ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂପୁର ଜିଲ୍ଲା, ରେଳବାଇ ଏଡ଼ିଜି ଅରୁଣ ବୋଥ୍ରା ଙ୍କୁ ଅନଗୁଳ ଜିଲ୍ଲା, ଏଡ଼ିଜି ସଞ୍ଜୟ କୁମାରଙ୍କୁ ସମ୍ବଲପୁର, ଏଡ଼ିଜି ରାଜେଶ କୁମାରଙ୍କୁ ନୟାଗଡ, ଏଡ଼ିଜି ପ୍ରତୀକ ମହାନ୍ତିଙ୍କୁ ଯାଜପୁର, ଆଇଜି ଏସ. ପ୍ରବୀଣଙ୍କୁ କନ୍ଧମାଳ, ଆଇଜି ଦୀପକ କୁମାରଙ୍କୁ ମାଲକାନଗିରି, ଅନୁପ ସାହୁ ପୁରୀ, ଅବିନାଶ କୁମାର ମୟୂରଭଞ୍ଜ, ସାର୍ଥକ ଷଡଙ୍ଗୀଙ୍କୁ କେନ୍ଦ୍ରପଡା ଜିଲ୍ଲାର ଦାୟିତ୍ଵ ମିଳିଛି ।

ips
Share. Facebook Twitter LinkedIn Email WhatsApp Copy Link

Related Posts

ମୌସୁମୀ ବର୍ଷା ଓ ଏଲ୍ ନିନୋ ଜନିତ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର

July 3, 2026

ଜନକଲ୍ୟାଣମୂଳକ ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା

July 3, 2026

ସମୁଦ୍ର ଜୁଆର ଯୋଗୁଁ ବିପଦରେ ପୋଡ଼ମ୍ପେଟା ଗ୍ରାମ: ବିପନ୍ନଙ୍କୁ ତୁରନ୍ତ ସହାୟତା ଓ ସ୍ଥାୟୀ ଥଇଥାନ ଦାବି

July 3, 2026

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ,ଏଥିରେ…

July 3, 2026
Latest News

ମୌସୁମୀ ବର୍ଷା ଓ ଏଲ୍ ନିନୋ ଜନିତ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର

July 3, 2026

ଜନକଲ୍ୟାଣମୂଳକ ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା

July 3, 2026

ସମୁଦ୍ର ଜୁଆର ଯୋଗୁଁ ବିପଦରେ ପୋଡ଼ମ୍ପେଟା ଗ୍ରାମ: ବିପନ୍ନଙ୍କୁ ତୁରନ୍ତ ସହାୟତା ଓ ସ୍ଥାୟୀ ଥଇଥାନ ଦାବି

July 3, 2026

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ,ଏଥିରେ…

July 3, 2026

ଉର୍ଜ୍ଜା ସ୍ଥିରତା ସମ୍ପର୍କରେ ଭାରତ ଓ ଜାପାନ ମଧ୍ୟରେ ମିଳିତ ଘୋଷଣାନାମା

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.