Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା
ଆଜିର ଖବର

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ପୁଅର କାଠ ଫାଳିଆ ମାଡରେ ବାପରେ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା  ଗୋସାଣି ନୂଆଗାଁ ତୋଟା ସାହିରେ ଘଟିଛି। କୌଣସି କାରଣରୁ ବାପାଙ୍କ ସହ ପାଟିତୁଣ୍ଡ ହେବା ପରେ ପୁଅ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ବାପର ମୃତ୍ୟୁ ଘଟିଛି। ପୁଅ କୁ ଅଟକ ରଖିଛି ପୋଲିସ।

ସୁଚନା ଅନୁଯାୟୀ, ମୃତ ଶରତ ମହାନ୍ତି ପରିବାର ସହ ତୋଟା ସାହିରେ ବାସ କରୁଥିଲେ ଓ ବଡ ପୁଅ ସମ୍ପତି ପାଇଁ ପିତା ସହ ଅନେକ ଥର ଗଣ୍ଡଗୋଳ କରୁଥିଲା। ଗତକାଲି ସନ୍ଧ୍ୟାରେ ହଠାତ୍ ଆସି ପିତା ସହ ପାଟିତୁଣ୍ଡ କରି ଏକ କାଠଫାଳିଆରେ ଆକ୍ରମଣ କରିଥିଲା। ଫଳରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବାପ-ପୁଅ ମର୍ଡର
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ଵସ୍ତରୀୟ ଏସସିବି ମେଗା ପ୍ରକଳ୍ପର ପୁନଃବିକାଶ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 19, 2026

ଅଟୋକୁ ବଞ୍ଚେଇବାକୁ ଯାଇ ଗଛକୁ ପିଟିଲା ପୋଲିସ୍ ଗାଡ଼ି

August 19, 2026

ପମ୍ପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ବିଶେଷଜ୍ଞ ଦଳର ସମୀକ୍ଷା

August 19, 2026

ନୂଆ କମଳାପୁର ଗ୍ରାମବାସୀଙ୍କୁ ଜମି ପଟ୍ଟା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

August 19, 2026
Latest News

CWC ବୈଠକ: ବନ୍ଦେ ମାତରମ୍ ଉପରେ ଗୃହୀତ ପ୍ରସ୍ତାବ 

August 19, 2026

ବିଶ୍ଵସ୍ତରୀୟ ଏସସିବି ମେଗା ପ୍ରକଳ୍ପର ପୁନଃବିକାଶ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 19, 2026

ଅଟୋକୁ ବଞ୍ଚେଇବାକୁ ଯାଇ ଗଛକୁ ପିଟିଲା ପୋଲିସ୍ ଗାଡ଼ି

August 19, 2026

ପମ୍ପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ବିଶେଷଜ୍ଞ ଦଳର ସମୀକ୍ଷା

August 19, 2026

ନୂଆ କମଳାପୁର ଗ୍ରାମବାସୀଙ୍କୁ ଜମି ପଟ୍ଟା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.