Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶେଷରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଗିରଫ କଲା ସିବିଆଇ, ଆଇଏନଏକ୍ସ ମିଡିଆ ମାମଲାରେ କରିବ ଜେରା
ଆଜିର ଖବର

ଶେଷରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଗିରଫ କଲା ସିବିଆଇ, ଆଇଏନଏକ୍ସ ମିଡିଆ ମାମଲାରେ କରିବ ଜେରା

August 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
P Chidambaram arrested in INX media case, being questioned at CBI HQ
P Chidambaram arrested in INX media case, being questioned at CBI HQ

ଏକ ହାଇଡ୍ରାମା ମଧ୍ୟରେ ପୂର୍ବତ୍ତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଗିରଫ କରାଯାଇଛି। ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରୁ ସିବିଆଇ ଅଧିକାରୀ ଦିଲ୍ଲୀ ପୋଲିସ ସହାୟତାରେ ଏହି ଗିରଫ କରିଛି। ଚିଦାମ୍ବରମଙ୍କ ଗେଟ୍ ବନ୍ଦ ଥିବାରୁ ସିବିଆଇ ଅଧିକାରୀମାନେ ତାଙ୍କ ପାଚେରୀ ଡେଇଁ ଭିତରକୁ ପଶିଥିଲେ। ଏହାର ଠିକ୍ କିଛି ସମୟ ପୂର୍ବରୁ ଚିଦାମ୍ବରମ୍‌ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପକ୍ଷ ରଖିଥିଲେ। ସାମ୍ବାଦିକ ସମ୍ମିଳନୀ ଶେଷ ହେବା ପୂର୍ରୁ ସେଠାରେ ସିବିଆଇ ଅଧିକାରୀ ପହଁଚି ଯାଇଥିଲେ। ଚିଦାମ୍ବରମ କଂଗ୍ରେସ ଭବନରୁ ଗାଡିରେ ନିଜ ଘରକୁ ଆସିବା ବେଳେ ସିବିଆଇ ତାଙ୍କୁ ଅନୁସରଣ କରିଥିଲା। ହେଲେ ସେ ଘର ଭିତରକୁ ପଶିବା ପରେ ତାଙ୍କର ସୁରକ୍ଷା କର୍ମି ଗେଟ ବନ୍ଦ କରିଦେଇଥିଲେ। ଗେଟ ନ ଖୋଲିବାରୁ ସିବିଆଇ ଅଧିକାରୀମାନେ ପାଚେରୀ ଡେଇଁ ଭିତରକୁ ପଶିଥିଲେ। ଏହା ମଧ୍ୟରେ ସେଠାରେ ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ କଂଗ୍ରେସ କର୍ମି ଭିଡ କରିଦେଇଥିଲେ। ଫଳରେ ଚିଦାମ୍ବରମଙ୍କୁ ପୋଲିସ ଆଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଏହାପରେ ତାଙ୍କୁ ଡାକ୍ତରୀ ପରୀକ୍ଷା ପରେ ସିବିଆଇ ମୁଖ୍ୟାଳୟକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଗିରଫ କରାଯାଇଛି ବୋଲି ଜଣାପଡିଥିଲା। ବର୍ତ୍ତମାନ ସିବିଆଇ ତାଙ୍କୁ ଆଇଏନଏକ୍ସ ମିଡିଆ ମାମଲାରେ ଜେରା କରିବ ବୋଲି ଜଣାପଡିଛି।

ChitambaramArrested
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026
Latest News

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.