ଭୁବନେଶ୍ଵର : ଚଳିତ ମାସ ଶେଷ ସୁଦ୍ଧା ଘୋଷଣା ହେବ ବୋର୍ଡ ଓ ନିଗମ ପଦବୀ ହେବ ବୋଲି ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ମୋହନ, ମନମୋହନଙ୍କ ଦିଲ୍ଲୀ ଗସ୍ତ ମଧ୍ୟରେ ରାଜସ୍ୱ ମନ୍ତ୍ରୀଙ୍କ ବଡ ବୟାନ । ହୋମୱାର୍କ ଶେଷ ହୋଇଛି । ଏ ମାସ ଶେଷ ସୁଦ୍ଧା ଘୋଷଣା ହେବ । ଚଳିତ ମାସ ଶେଷ ସୁଦ୍ଧା ମଧ୍ୟ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ।


