କଟକ : ଆସନ୍ତାକାଲି କଟକ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି । ପ୍ରବଳ ବର୍ଷା ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା । ପ୍ରବଳ ବର୍ଷା ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା । ଜିଲ୍ଲାର ସବୁ କଲେଜ ଓ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଛୁଟି । ସରକାରୀ ଓ ଘରୋଇ ନିର୍ମାଣ କାମ ମଧ୍ୟ ଦିନକ ପାଇଁ ବନ୍ଦ । ନଦୀ ଘାଟରେ ପୋଲିସ ପାଟ୍ରୋଲିଂ ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସିଏମସି କମିଶନର ଓ ବିଡିଓଙ୍କୁ ଜିଲ୍ଲା ପ୍ରଶାସନ ଚିଠି କରିଛନ୍ତି।


