Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଦାମ୍ବରମ୍‌ଙ୍କ ଗିରଫ ନେଇ କଂଗ୍ରେସର ପ୍ରେସ୍‌ମିଟ୍‌ : ଦିବାଲୋକରେ କରାଯାଇଛି ଲୋକତନ୍ତ୍ରର ହତ୍ୟା
ଆଜିର ଖବର

ଚିଦାମ୍ବରମ୍‌ଙ୍କ ଗିରଫ ନେଇ କଂଗ୍ରେସର ପ୍ରେସ୍‌ମିଟ୍‌ : ଦିବାଲୋକରେ କରାଯାଇଛି ଲୋକତନ୍ତ୍ରର ହତ୍ୟା

August 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ଗତକାଲି ରାତିରେ ଗିରଫ କରିଥିଲା ସିବିଆଇ । ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଏକ ପ୍ରେସ୍‌ ମିଟ୍‌ କରାଯାଇଥିଲା । ଏହି ପ୍ରେସ୍‌ମିଟ୍‌ରେ ମୋଦି ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ପ୍ରକାଶ କରିଥିଲେ । ଘଟଣାର 9 ବର୍ଷ ପରେ ଅଭିଯୋଗ ଦାଖଲ କରାଯାଇଥିଲା ଏବଂ 11 ବର୍ଷ ପରେ ଜଣେ ବରିଷ୍ଠ ନେତାଙ୍କୁ ଗିରଫ କରାଯିବା ଅଯୌକ୍ତିକ ବୋଲି ସୁର୍ଜେଓ୍ବାଲା କହିଛନ୍ତି । ରାଜନୈତିକ ପ୍ରତିଶୋଧ ପରାୟଣତାକୁ ପୂରଣ କରିବା ପାଇଁ ବିଜେପି ଚିଦାମ୍ବରମ୍‌ଙ୍କୁ ଟାର୍ଗେଟ୍‌ କରିଛି । 40 ବର୍ଷ ଧରି ଜନସେବାରେ ରହିଥିବା ଜଣେ ରାଜନୈତିକ ନେତାଙ୍କୁ ବିନା କୌଣସି ପ୍ରମାଣ ଆଧାରରେ ଗିରଫ କରିଛନ୍ତି ସରକାର । ଲାଞ୍ଚ ପ୍ରଦାନ କରିଥିବା ଅଧିକାରୀ କିମ୍ବା କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବରଂ ମନ୍ତ୍ରୀଙ୍କ ବିରୋଧରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜେଲ୍‌ରେ ବନ୍ଦୀ ରହିଥିବା ଜଣେ ମହିଳା ଯିଏକି ନିଜ ଝିଅକୁ ହତ୍ୟା କରିଛନ୍ତି ତାଙ୍କ ବୟାନ ଆାଧାରରେ 40 ବର୍ଷ ଜନସେବା କରିଥିବା ଜଣେ ନେତାଙ୍କୁ ଗିରଫ କରାଯିବା ସମ୍ପୂର୍ଣ୍ଣ ଭୁଲ ନିଷ୍ପତ୍ତି ବୋଲି ସୁର୍ଜେଓ୍ବାଲା ପ୍ରକାଶ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ: ଜାଣନ୍ତୁ କ’ଣ କହିଲେ କଂଗ୍ରେସ ସାଂସଦ?

May 31, 2026

ବିଜେପିରେ ସାମିଲ ହେଲେ ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ

May 31, 2026

RCB ନା ଗୁଜରାଟ, ଫାଇନାଲ କିଏ ଜିତିବ?: ଭବିଷ୍ୟବାଣୀ କଲେ ରବିଚନ୍ଦ୍ରନ୍ ଅଶ୍ୱିନ

May 31, 2026

ଦକ୍ଷିଣ ଓଡ଼ିଶାର ଅବ୍ୟବହୃତ ଆର୍ଥିକ ସମ୍ଭାବନାକୁ ନୂତନ ଗତି ଦେବ ରାୟଗଡ଼ା ରେଳମଣ୍ଡଳ 

May 31, 2026
Latest News

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ: ଜାଣନ୍ତୁ କ’ଣ କହିଲେ କଂଗ୍ରେସ ସାଂସଦ?

May 31, 2026

ବିଜେପିରେ ସାମିଲ ହେଲେ ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ

May 31, 2026

RCB ନା ଗୁଜରାଟ, ଫାଇନାଲ କିଏ ଜିତିବ?: ଭବିଷ୍ୟବାଣୀ କଲେ ରବିଚନ୍ଦ୍ରନ୍ ଅଶ୍ୱିନ

May 31, 2026

ଦକ୍ଷିଣ ଓଡ଼ିଶାର ଅବ୍ୟବହୃତ ଆର୍ଥିକ ସମ୍ଭାବନାକୁ ନୂତନ ଗତି ଦେବ ରାୟଗଡ଼ା ରେଳମଣ୍ଡଳ 

May 31, 2026

DRDO Test Successfully: ଉଚ୍ଚ-କ୍ୟାଲିବର ବୋମାର ସଫଳତାର ସହ ପରୀକ୍ଷଣ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.