Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫୋବର୍ସ ହାଇଏଷ୍ଟ ପେଡ୍‌ ଅଭିନେତା ତାଲିକାରେ ଚତୁର୍ଥ ସ୍ଥାନରେ ଅକ୍ଷୟ କୁମାର
ଆଜିର ଖବର

ଫୋବର୍ସ ହାଇଏଷ୍ଟ ପେଡ୍‌ ଅଭିନେତା ତାଲିକାରେ ଚତୁର୍ଥ ସ୍ଥାନରେ ଅକ୍ଷୟ କୁମାର

August 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା ଅକ୍ଷୟ କୁମାର ଫୋବର୍ସ ହାଇଏଷ୍ଟ ପେଡ୍‌ ଅଭିନେତା ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । 2019 ପାଇଁ ଫୋବର୍ସ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି । ବାର୍ଷିକ 65 ମିଲିୟନ୍‌ ଡଲାର ଆୟ ସହିତ ଅକ୍ଷୟ ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ଡ୍ବେନ୍‌ ଜନ୍‌ସନ୍‌ 89.4 ମିଲିୟନ୍‌ ଡଲାର ସହିତ ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆ ଅଭିନେତା କ୍ରିସ୍‌ ହେମ୍‌ସଓ୍ବର୍ଥ (ଥର୍‌) 76.4 ମିଲିୟନ୍‌ ସହିତ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଆଇରନ୍‌ ମ୍ୟାନ୍‌ ରବର୍ଟ ଡାଉନି ଜୁନିୟର୍‌ 66 ମିଲିୟନ୍‌ ଡଲାର ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ଜ୍ୟାକି ଚାନ୍‌ 58 ମିଲିୟନ୍‌ ଡଲାର ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି । ଜୁନ୍‌ 1, 2018ରୁ ଜୁନ୍‌ 1, 2019 ମଧ୍ୟରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି ।

ଫୋବର୍ସ ହାଇଏଷ୍ଟ ପେଡ୍‌ ଶ୍ରେଷ୍ଠ 10 ତାଲିକା :

1. ଡ୍ବେନ୍‌ ଜନ୍‌ସନ୍‌ (89.4 ମିଲିୟନ୍‌)
2. କ୍ରିସ୍‌ ହେମ୍‌ସଓ୍ବର୍ଥ (76.4 ମିଲିୟନ୍‌)
3. ରବର୍ଟ ଡାଉନି ଜୁନିୟର୍‌ (66 ମିଲିୟନ୍‌)
4. ଅକ୍ଷୟ କୁମାର (65 ମିଲିୟନ୍‌)
5.ଜ୍ୟାକି ଚାନ୍‌ (57 ମିଲିୟନ୍‌)
6. ବ୍ରାଡ୍‌ଲି କୁପର୍‌ (57 ମିଲିୟନ୍‌)
7. ଆଡାମ୍‌ ସ୍ୟାଣ୍ଡଲର (57 ମିଲିୟନ୍‌)
8. କ୍ରିସ୍‌ ଏଭାନ୍‌ସ (43.5 ମିଲିୟନ୍‌)
9. ପଲ୍‌ ରଡ୍‌ (41 ମିଲିୟନ୍‌)
10.ଓ୍ବିଲ୍‌ ସ୍ମିଥ୍‌ (35 ମିଲିୟନ୍‌)

Share. Facebook Twitter LinkedIn Email WhatsApp Copy Link

Related Posts

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026
Latest News

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.