Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଳିଆ ବୈଠକ ଶେଷ : ଯାଞ୍ଚ ପ୍ରକ୍ରିୟା ଶେଷ ପରେ ଟଙ୍କା ଫେରସ୍ତ ବ୍ୟବସ୍ଥା ହେବ
ଆଜିର ଖବର

କାଳିଆ ବୈଠକ ଶେଷ : ଯାଞ୍ଚ ପ୍ରକ୍ରିୟା ଶେଷ ପରେ ଟଙ୍କା ଫେରସ୍ତ ବ୍ୟବସ୍ଥା ହେବ

August 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଜ୍ୟରେ ଏବେ କାଳିଆ ଯୋଜନାରେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଚାଲିଛି । ସରକାରଙ୍କ ପାଖକୁ ଆସିଥିବା ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଏ ଯାବତ୍‌ ୭୨ ପ୍ରତିଶତ ଅର୍ଥାତ ୩୬ ଲକ୍ଷ ୮୮ ହଜାର ହିତାଧିକାରୀଙ୍କର ଯାଞ୍ଚ ସରିଛି । ଯେଉଁଥିରେ ୨ ଲକ୍ଷ ୬୬ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି କୃଷି ମନ୍ତ୍ରୀ କହିଛନ୍ତି । ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ ହେଉଥିବା ଯାଞ୍ଚ ସରିବ ଏବଂ ୩୧ ତାରିଖ ସୁଦ୍ଧା ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ରହିବେ ସେମାନଙ୍କୁ ସାମିଲ କରିବାକୁ ନୋଡାଲ ଅଫିସରଙ୍କୁ କୁହାଯାଇଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଏ ସମ୍ପର୍କିତ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ।  ପୂର୍ବରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ସମୟ ମଧ୍ୟରେ ମାତ୍ର ୧୩ ଲକ୍ଷ ହିତାଧିକାରୀଙ୍କର ଯାଞ୍ଚ ହୋଇଥିଲା । ସେଥିପାଇଁ ଯାଞ୍ଚ ଅବଧିକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି । ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଟଙ୍କା ଫେରସ୍ତ ହେବ ବୋଲି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲ ହେଲେ ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ

May 31, 2026

RCB ନା ଗୁଜରାଟ, ଫାଇନାଲ କିଏ ଜିତିବ?: ଭବିଷ୍ୟବାଣୀ କଲେ ରବିଚନ୍ଦ୍ରନ୍ ଅଶ୍ୱିନ

May 31, 2026

ଦକ୍ଷିଣ ଓଡ଼ିଶାର ଅବ୍ୟବହୃତ ଆର୍ଥିକ ସମ୍ଭାବନାକୁ ନୂତନ ଗତି ଦେବ ରାୟଗଡ଼ା ରେଳମଣ୍ଡଳ 

May 31, 2026

DRDO Test Successfully: ଉଚ୍ଚ-କ୍ୟାଲିବର ବୋମାର ସଫଳତାର ସହ ପରୀକ୍ଷଣ

May 31, 2026
Latest News

ବିଜେପିରେ ସାମିଲ ହେଲେ ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ

May 31, 2026

RCB ନା ଗୁଜରାଟ, ଫାଇନାଲ କିଏ ଜିତିବ?: ଭବିଷ୍ୟବାଣୀ କଲେ ରବିଚନ୍ଦ୍ରନ୍ ଅଶ୍ୱିନ

May 31, 2026

ଦକ୍ଷିଣ ଓଡ଼ିଶାର ଅବ୍ୟବହୃତ ଆର୍ଥିକ ସମ୍ଭାବନାକୁ ନୂତନ ଗତି ଦେବ ରାୟଗଡ଼ା ରେଳମଣ୍ଡଳ 

May 31, 2026

DRDO Test Successfully: ଉଚ୍ଚ-କ୍ୟାଲିବର ବୋମାର ସଫଳତାର ସହ ପରୀକ୍ଷଣ

May 31, 2026

“ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି”: ମମତା ବାନାର୍ଜୀ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.