ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ସୋନମ ୱାଙ୍ଗଚୁକଙ୍କୁ ଜନ୍ତର ମନ୍ତରରୁ ବାହାର କରି ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ କକ୍ରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଜନ୍ତର ମନ୍ତରରେ ଆମରଣ ଅନଶନରେ ବସିଛନ୍ତି। ମଞ୍ଚରେ ବସିଥିବା ସମୟରେ ଶ୍ରୀ ଦୀପକେ ହଠାତ୍ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ। ମଞ୍ଚରେ ସିଜେପି ମୁଖ୍ୟଙ୍କ ଭାବବିହ୍ଵଳର ଏକ ଭିଡିଓ ସାମ୍ନାକୁ ଆସିଛି।


