Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ-ଓ୍ବିଣ୍ଡିଜ୍‌ ପ୍ରଥମ ଟେଷ୍ଟ : ରାହଣେଙ୍କ 81, ଭାରତ 203/6
ଆଜିର ଖବର

ଭାରତ-ଓ୍ବିଣ୍ଡିଜ୍‌ ପ୍ରଥମ ଟେଷ୍ଟ : ରାହଣେଙ୍କ 81, ଭାରତ 203/6

August 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତ ଏବଂ ଓ୍ବିଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଦିନରେ ଭାରତ 6 ଓ୍ବିକେଟ୍‌ ହରାଇ 203 ରନ୍‌ ସଂଗ୍ରହ କରିଛି । ଆଣ୍ଟିଗୁଆର ସାର୍‌ ଭିଭିଆନ୍‌ ରିଚାର୍ଡସ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ଓ୍ବିଣ୍ଡିଜ୍‌ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ 81 ରନ୍‌ ସଂଗ୍ରହ କରିଥିଲେ । ଭାରତ ଓ୍ବିଣ୍ଡିଜ୍‌ ପକ୍ଷରୁ ରୋଚ୍‌ ପ୍ରଥମ ଦୁଇ ଓ୍ବିକେଟ୍‌ ହାସଲ କରିବାରୁ ଭାରତ 7 ରନ୍‌ରେ ଦୁଇଟି ଓ୍ବିକେଟ୍‌ ହରାଇଥିଲା । ଭାରତ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ (5) ଏବଂ ଚେତେଶ୍ବର ପୂଜାରା(2) 4ଟି ବଲ ବ୍ୟବଧାନରେ ଆଉଟ୍‌ ହୋଇ ଭାରତକୁ ସଙ୍କଟକୁ ଠେଲି ଦେଇଥିଲେ । ଏହାପରେ ବିରାଟ କୋହଲି(9) ମଧ୍ୟ ବିଫଳ ହୋଇଥିଲେ । 25ରନ୍‌ରେ ତିନୋଟି ଓ୍ବିକେଟ୍‌ ହରାଇବା ପରେ ଲୋକେଶ ରାହୁଲ୍‌(44) ଏବଂ ରାହାଣେ 68 ରନ୍‌ର ଭାଗିଦାରୀ କରିଥିଲେ । ଏହାପରେ ହନୁମା ବିହାରୀ (32)ଙ୍କ ସହିତ ରାହାଣେ 82 ରନ୍‌ର ଭାଗିଦାରୀ କରି ଦଳକୁ ସଙ୍ଟରୁ ଉଦ୍ଧାର କରିଥିଲେ । ଭାରତ ପକ୍ଷରୁ ଖେଳ ଶେଷ ବେଳକୁ ଋଷଭ ପନ୍ତ(21) ଏବଂ ଜାଡେଜା (3) କ୍ରିଜ୍‌ରେ ମହଜୁଦ ଥିଲେ । ଓ୍ବିଣ୍ଡିଜ୍‌ ପକ୍ଷରୁ କେମାର୍‌ ରୋଚ୍‌ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ସାନନ୍‌ ଗାବ୍ରିଏଲ୍‌ 2ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ରୋଷ୍ଟନ ଚେସ୍‌ ଅନ୍ୟ ଓ୍ବିକେଟ୍‌ଟି ଅକ୍ତିଆର କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୧୭ ତାରିଖ ଶୁକ୍ରବାର ଦିନ ସାତୋଟି ରାଶିର ଭାଗ୍ୟ ହେବ ଉଜ୍ଜ୍ଵଳ

April 17, 2026

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026
Latest News

ଆଜି ଏପ୍ରିଲ ୧୭ ତାରିଖ ଶୁକ୍ରବାର ଦିନ ସାତୋଟି ରାଶିର ଭାଗ୍ୟ ହେବ ଉଜ୍ଜ୍ଵଳ

April 17, 2026

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.