Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ
ଆଜିର ଖବର

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha Accelerates EV Charging Expansion
Odisha Accelerates EV Charging Expansion

ଭୁବନେଶ୍ୱର: ଓଡ଼ିଶାରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ EV ଚାର୍ଜିଂ ଭିତ୍ତିଭୂମିକୁ ଦ୍ରୁତ ଗତିରେ ସୁଦୃଢ଼ କରାଯାଉଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଓଡ଼ିଶାରେ ବର୍ତ୍ତମାନ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ କାର୍ଯ୍ୟକ୍ଷମ ରହିଛି। ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ଷ୍ଟେସନଗୁଡ଼ିକ ଜନଗହଳିପୂର୍ଣ୍ଣ ସ୍ଥାନ, ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କଡ଼ରେ ସ୍ଥାପନ କରାଯିବ। PM E-Drive ଯୋଜନା ଅଧୀନରେ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ଓଡ଼ିଶାରେ ଇଭି କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ଆସୁଛି ଏବଂ ଚାର୍ଜିଂ ନେଟୱର୍କ ବିସ୍ତାର ହେଲେ ଇଭି ପ୍ରତି ଲୋକଙ୍କ ଆଗ୍ରହ ଆହୁରି ବଢ଼ିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

EV Charging Expansion EV ଚାର୍ଜିଂ ଷ୍ଟେସନ Odisha ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ଜାମ୍ମୁ କାଶ୍ମୀର ପରେ ଲେହରେ ପହଞ୍ଚିଲେ ସର୍ଜିଓ ଗୋର୍: ଉଚ୍ଚସ୍ତରୀୟ ବୈଠକରେ ହେବେ ସାମିଲ

August 20, 2026

ଶିଖ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ

August 20, 2026

ପରାଜୟ ମଧ୍ୟରେ ଏହି ନିର୍ବାଚନରେ ​​ଟିଏମସି ର ବଡ଼ ବିଜୟ: କେତେ ଆସନ ଜିତିଲା ବିଜେପି?

August 20, 2026

ପୁଣି ଥରେ ନିଷେଧାଦେଶ ବଢାଇଲା ପାକିସ୍ତାନ: ଭାରତୀୟ ବିମାନ ପାଇଁ ବନ୍ଦ ରହିବ ଆକାଶ ମାର୍ଗ

August 20, 2026
Latest News

ଜାମ୍ମୁ କାଶ୍ମୀର ପରେ ଲେହରେ ପହଞ୍ଚିଲେ ସର୍ଜିଓ ଗୋର୍: ଉଚ୍ଚସ୍ତରୀୟ ବୈଠକରେ ହେବେ ସାମିଲ

August 20, 2026

ଶିଖ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ

August 20, 2026

‘କଂଗ୍ରେସ ଦେଶ ବିରୋଧୀ ନିଷ୍ପତ୍ତି ନେଇଛି’: ‘ବନ୍ଦେ ମାତରମ୍’ ଉପରେ ଅମିତ ଶାହଙ୍କ ବଡ଼ ଆକ୍ରମଣ

August 20, 2026

ପରାଜୟ ମଧ୍ୟରେ ଏହି ନିର୍ବାଚନରେ ​​ଟିଏମସି ର ବଡ଼ ବିଜୟ: କେତେ ଆସନ ଜିତିଲା ବିଜେପି?

August 20, 2026

ପୁଣି ଥରେ ନିଷେଧାଦେଶ ବଢାଇଲା ପାକିସ୍ତାନ: ଭାରତୀୟ ବିମାନ ପାଇଁ ବନ୍ଦ ରହିବ ଆକାଶ ମାର୍ଗ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.