Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୟାଗଡ଼ ବାଇପାସରେ ବସ୍‌ ଓଲଟିଲା, ୩ ଗୁରୁତର
ଆଜିର ଖବର

ନୟାଗଡ଼ ବାଇପାସରେ ବସ୍‌ ଓଲଟିଲା, ୩ ଗୁରୁତର

August 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୟାଗଡ଼: ଭୋର ସମୟରେ ନୟାଗଡ଼ ବାଇପାସରେ ବଡ଼ ଦୁର୍ଘଟଣା। ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଛି।

ଦୁର୍ଘଟଣା ସମୟରେ ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ବସ୍‌ଟି ଓଲଟିଯିବା ପରେ ଅନେକ ଯାତ୍ରୀ ଭିତରେ ଫସି ରହିଥିଲେ। ପରେ ବସ୍‌ର ଆଗ କାଚ ଭାଙ୍ଗି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା।

ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଦୁର୍ଘଟଣାର କାରଣ ଓ ବସ୍‌ଟି କେଉଁ ପରିସ୍ଥିତିରେ ଭାରସାମ୍ୟ ହରାଇଲା, ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

accident ନୟାଗଡ଼ ବାଇପାସ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତର ଓଡ଼ିଶାରେ ପୁଣି ବଢ଼ିବ ବର୍ଷା, ୨୨-୨୩ରେ ଲଘୁଚାପ ସମ୍ଭାବନା

August 18, 2026

କିପରି ଗାଲେ ଟେଷ୍ଟ ଜିତିପାରିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସୂତ୍ର

August 18, 2026

ଫାଓ ଫୁଟବଲ ଲିଗ୍ ରେ ଓଡ଼ିଶା ପୋଲିସ ଚମ୍ପିଆନ୍: ଟିମ୍ କୁ ସମ୍ବର୍ଦ୍ଧିତ କଲେ ଡିଜିପି

August 18, 2026

‘ଫୁଡ୍ ଡିଭୋର୍ସ’ ଟ୍ରେଣ୍ଡ: ଖାଦ୍ୟକୁ ନେଇ ଦମ୍ପତିଙ୍କ ଝଗଡ଼ାର ନୂଆ ସମାଧାନ, ଜାଣନ୍ତୁ କ’ଣ ଏହି ଧାରଣା

August 18, 2026
Latest News

ନୟାଗଡ଼ ବାଇପାସରେ ବସ୍‌ ଓଲଟିଲା, ୩ ଗୁରୁତର

August 18, 2026

ଉତ୍ତର ଓଡ଼ିଶାରେ ପୁଣି ବଢ଼ିବ ବର୍ଷା, ୨୨-୨୩ରେ ଲଘୁଚାପ ସମ୍ଭାବନା

August 18, 2026

କିପରି ଗାଲେ ଟେଷ୍ଟ ଜିତିପାରିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସୂତ୍ର

August 18, 2026

ଫାଓ ଫୁଟବଲ ଲିଗ୍ ରେ ଓଡ଼ିଶା ପୋଲିସ ଚମ୍ପିଆନ୍: ଟିମ୍ କୁ ସମ୍ବର୍ଦ୍ଧିତ କଲେ ଡିଜିପି

August 18, 2026

‘ଫୁଡ୍ ଡିଭୋର୍ସ’ ଟ୍ରେଣ୍ଡ: ଖାଦ୍ୟକୁ ନେଇ ଦମ୍ପତିଙ୍କ ଝଗଡ଼ାର ନୂଆ ସମାଧାନ, ଜାଣନ୍ତୁ କ’ଣ ଏହି ଧାରଣା

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.