Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଡବ୍ଲ୍ୟୁଏଫ୍‌ ବ୍ୟାଡମିଣ୍ଟନ୍‌ ବିଶ୍ବ ଚାମ୍ପିୟନ୍‌ସିପ୍‌ : ଫାଇନାଲ୍‌ରେ ପିଭି ସିନ୍ଧୁ
ଆଜିର ଖବର

ବିଡବ୍ଲ୍ୟୁଏଫ୍‌ ବ୍ୟାଡମିଣ୍ଟନ୍‌ ବିଶ୍ବ ଚାମ୍ପିୟନ୍‌ସିପ୍‌ : ଫାଇନାଲ୍‌ରେ ପିଭି ସିନ୍ଧୁ

August 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ବ୍ୟାଡମିଣ୍ଟନ୍‌ ଷ୍ଟାର ପି ଭି ସିନ୍ଧୁ ବିଡବ୍ଲ୍ୟୁଏଫ୍‌ ବ୍ୟାଡମିଣ୍ଟନ୍‌ ବିଶ୍ବ ଚାମ୍ପିୟନ୍‌ସିପ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ସେମିଫାଇନାଲ୍‌ରେ ଚୀନ୍‌ର ୟୁଫେଇ ଚେନ୍‌ଙ୍କୁ ପରାସ୍ତ କରି କ୍ରମାଗତ ତୃତୀୟ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ସିନ୍ଧୁ । ଶନିବାରର ଏହି ବିଜୟ ସହିତ ଚେନ୍‌ଙ୍କ ବିପକ୍ଷରେ ନିଜର ବିଜୟ ସଂଖ୍ୟା 8-5ରେ ପହଞ୍ଚାଇଛନ୍ତି ସିନ୍ଧୁ । ଶନିବାର ସିନ୍ଧୁ 21-7 ଏବଂ 21-14ର ସିଧାସଳଖ ସେଟ୍‌ରେ ଚେନ୍‌ଙ୍କୁ ପରାସ୍ତ କରିଥିଲେ । ପୂର୍ବ ଦୁଇ ସଂସ୍କରଣରେ ରୌପ୍ୟ ପଦକ ବିଜୟିନୀ ସିନ୍ଧୁ ଚଳିତ ଥର ଫାଇନାଲ୍‌ରେ ନୋଜୋମି ଓକୁହାରା ଏବଂ ରାଟ୍ଚାନୋକ୍‌ ଇଣ୍ଟାନୋନ୍‌ଙ୍କ ବିଜେତାଙ୍କୁ ଭେଟିବେ । ପ୍ରଥମ ସେଟ୍‌ଟି ସମ୍ପୂର୍ଣ୍ଣ ଏକ ପାଖିଆ ରହିଥିବା ବେଳେ ଦ୍ବିତୀୟ ସେଟ୍‌ଟିରେ ସିନ୍ଧୁ ଏକ ପାଖିଆ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ସେଟ୍‌ଟି କଡା ସଙ୍ଘର୍ଷପୂର୍ଣ୍ଣ ରହିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସିନ୍ଧୁ ଦୁଇଟି ବ୍ରୋଞ୍ଜ ଏବଂ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

“ମୁଁ ହାରିନାହିଁ…”: ଏସୀୟ କ୍ରୀଡ଼ା ସ୍ୱପ୍ନ ଭାଙ୍ଗିବା ପରେ ଭାବପ୍ରବଣ ହେଲେ ଭିନେଶ ଫୋଗାଟ  

May 31, 2026

କେନ୍ଦୁଝରରେ ତିନି ବର୍ଷ ପୂରଣ କଲା ଓଡ଼ିଶା ସରକାରଙ୍କ ‘ଆମ କଳିକା’ କାର୍ଯ୍ୟକ୍ରମ

May 31, 2026

କେମିକାଲ କମ୍ପାନୀରେ ନିଆଁ : ଜଣେ ଜୀବନ୍ତ ଦଗ୍ଧ 

May 31, 2026

ଲୁଟି ନେଲେ ଗ୍ରୋସରି ଭର୍ତ୍ତି ପିକଅପ ଭ୍ୟାନ

May 31, 2026
Latest News

ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

May 31, 2026

“ମୁଁ ହାରିନାହିଁ…”: ଏସୀୟ କ୍ରୀଡ଼ା ସ୍ୱପ୍ନ ଭାଙ୍ଗିବା ପରେ ଭାବପ୍ରବଣ ହେଲେ ଭିନେଶ ଫୋଗାଟ  

May 31, 2026

କେନ୍ଦୁଝରରେ ତିନି ବର୍ଷ ପୂରଣ କଲା ଓଡ଼ିଶା ସରକାରଙ୍କ ‘ଆମ କଳିକା’ କାର୍ଯ୍ୟକ୍ରମ

May 31, 2026

କେମିକାଲ କମ୍ପାନୀରେ ନିଆଁ : ଜଣେ ଜୀବନ୍ତ ଦଗ୍ଧ 

May 31, 2026

ଲୁଟି ନେଲେ ଗ୍ରୋସରି ଭର୍ତ୍ତି ପିକଅପ ଭ୍ୟାନ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.