Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀବନ ନେଲା ମାଞ୍ଜା ସୂତା : ୫ ବର୍ଷୀୟ ଶିଶୁ କନ୍ୟାର କଟିଲା ବେକ
ଆଜିର ଖବର

ଜୀବନ ନେଲା ମାଞ୍ଜା ସୂତା : ୫ ବର୍ଷୀୟ ଶିଶୁ କନ୍ୟାର କଟିଲା ବେକ

August 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀରେ ଗୁଡ଼ି ମାଞ୍ଜା ଦ୍ବାରା ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଖଜୁରୀ ଖାସ୍‌ ଅଞ୍ଚଳଠାରେ ଏହି ଘଟଣା ଘଟିଛି । ଏଠାରେ ଗୁଡ଼ିର ମାଞ୍ଜା ସୂତା ଦ୍ବାରା ଜଣେ  ନାବାଳିକାର ଜୀବନ ଚାଲିଯାଇଛି । ନାବାଳିକା ଜଣକ ହେଉଛନ୍ତି ୫ ବର୍ଷୀୟ ଇଶିକା । ନିଜ ପିତାଙ୍କ ସହ ଗାଡ଼ିରେ ବସି ମନ୍ଦିର ଯାଉଥିବା ସମୟରେ ଗୁଡ଼ିର ମାଞ୍ଜା ସୂତା ଶିଶୁ କନ୍ୟାର ବେକରେ ଗୁଡେଇ ହୋଇ ଯାଇଥିଲା । ଏହି ଘଟଣା ପରେ ଶିଶୁ କନ୍ୟାକୁ ହସ୍ପିଟାଲ୍‌ ନିଆଯାଇଥିଲା । ସେଠାରେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା । ପୁଲିସ୍‌ ଏହି ଶିଶୁ କନ୍ୟାର ଶବକୁ ପୋଷ୍ଟମର୍ଟମ କରିବାକୁ ପଠାଇଥିବାବେଳେ ଏହି ଘଟଣାର ଯାଞ୍ଚ କରୁଛି । ନିକଟରେ ଦିଲ୍ଲୀରେ ଗୁଡ଼ି ମାଞ୍ଜା ସୂତା କାରଣରୁ ଜଣେ ୨୮ ବର୍ଷୀୟ ଯୁବ ଇଞ୍ଜିନିୟର୍‌ ମାନବ ଶର୍ମାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ଘଟଣା ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳର ରିଙ୍ଗ ରୋଡ୍‌ ଫ୍ଲାଇଓଭର୍‌ ନିକଟରେ ଘଟିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲିଅନ୍ତା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

May 7, 2026

ବ୍ରଜପାତରେ ଚାଲିଗଲା ଶାଶୁ- ବୋହୁଙ୍କ ଜୀବନ

May 7, 2026

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026
Latest News

ବାଲିଅନ୍ତା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

May 7, 2026

ବ୍ରଜପାତରେ ଚାଲିଗଲା ଶାଶୁ- ବୋହୁଙ୍କ ଜୀବନ

May 7, 2026

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.