Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରକାଶ ପାଇଲା ଓଟିଇଟି ୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮ ପ୍ରତିଶତ
ଆଜିର ଖବର

ପ୍ରକାଶ ପାଇଲା ଓଟିଇଟି ୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮ ପ୍ରତିଶତ

September 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ(BSE),  ଓଡ଼ିଶା ଦ୍ଵାରା ଗତ ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଶିକ୍ଷକ ପାତ୍ରତା ପରୀକ୍ଷା (OTET) ୨୦୨୬ର ଫଳାଫଳ ଆଜି ସେପ୍ଟେମ୍ବର ୨ ତାରିଖରେ ପ୍ରକାଶ ପାଇଛି। ଚଳିତ ବର୍ଷ ଉଭୟ ପେପର୍-୧ ଓ ପେପର୍-୨ରେ ମୋଟ ପାସ୍ ହାର ୬୪.୪୮ ପ୍ରତିଶତ ରହିଛି। ସୂଚନା ଅନୁସାରେ, ଉଭୟ ପରୀକ୍ଷା ପାଇଁ ସମୁଦାୟ ୯୭,୧୫୧ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୮୪,୭୩୧ ଜଣ ପରୀକ୍ଷା ଦେଇଥିଲେ ଏବଂ ୧୨,୪୨୦ ଜଣ ଅନୁପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୫୩,୩୧୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

ମୋଟ ୨୮,୮୨୧ ଜଣ ଫର୍ମ ପୂରଣ କରିଥିବା ବେଳେ ୨୪,୯୯୧ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୭,୦୬୫ ଜଣ (୬୮ ପ୍ରତିଶତ) ପାସ୍ କରିଥିବା ବେଳେ ୩,୮୩୦ ଜଣ ଅନୁପସ୍ଥିତ ଥିଲେ। ମୋଟ ୬୮,୩୩୦ ଜଣ ଫର୍ମ ପୂରଣ କରିଥିବା ବେଳେ ୫୯,୭୪୦ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୬,୨୪୯ ଜଣ (୬୦.୬୮ ପ୍ରତିଶତ) ପାସ୍ କରିଥିବା ବେଳେ ୮,୫୯୦ ଜଣ ଅନୁପସ୍ଥିତ ଥିଲେ। ପରୀକ୍ଷାର୍ଥୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ (www.bseodisha.nic.in / www.bseodisha.ac.in)ରେ ନିଜର ୟୁଜର ଆଇଡି, ମୋବାଇଲ୍ ନମ୍ବର କିମ୍ବା ଇମେଲ୍ ଏବଂ ପାସୱାର୍ଡ ମାଧ୍ୟମରେ ରେଜଲ୍ଟ ଓ ସ୍କୋରକାର୍ଡ ଯାଞ୍ଚ କରିପାରିବେ। ଏଥିସହିତ ଆସନ୍ତା ସେପ୍ଟେମ୍ବର ୭ ତାରିଖ ସକାଳ ୧୧ଟାରୁ ବୋର୍ଡ ୱେବସାଇଟ୍‌ରେ ନିର୍ଦ୍ଧାରିତ ଫି’ ପୈଠ କରି ପରୀକ୍ଷାର୍ଥୀମାନେ ନିଜର ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନ୍‌ଲୋଡ୍ କରିପାରିବେ।

ଓଟିଇଟି ପରୀକ୍ଷା ଫଳ
Share. Facebook Twitter LinkedIn Email WhatsApp Copy Link

Related Posts

ତୁରନ୍ତ ଏହି କାମ କରନ୍ତୁ UPI ଏବଂ QR କୋଡ୍ ବ୍ୟବହାରକାରୀ: ନଚେତ ବନ୍ଦ ହେବ ସେବା

September 2, 2026

ଅଧିକ ଶକ୍ତିଶାଳୀ ହେବ ପୁରୁଣା ଲାପଟପ୍ ଏବଂ ଡେସ୍କଟପ୍: ଜିଓପିସି ପ୍ରଦାନ କରିବ ଏହି ସୁବିଧା

September 2, 2026

ବାଲୁଗାଁ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ

September 2, 2026

ରାମ ମନ୍ଦିର ଟ୍ରଷ୍ଟରେ ତିନି ନୂତନ ଟ୍ରଷ୍ଟି ନିଯୁକ୍ତ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

September 2, 2026
Latest News

ପ୍ରକାଶ ପାଇଲା ଓଟିଇଟି ୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮ ପ୍ରତିଶତ

September 2, 2026

ତୁରନ୍ତ ଏହି କାମ କରନ୍ତୁ UPI ଏବଂ QR କୋଡ୍ ବ୍ୟବହାରକାରୀ: ନଚେତ ବନ୍ଦ ହେବ ସେବା

September 2, 2026

ଅଧିକ ଶକ୍ତିଶାଳୀ ହେବ ପୁରୁଣା ଲାପଟପ୍ ଏବଂ ଡେସ୍କଟପ୍: ଜିଓପିସି ପ୍ରଦାନ କରିବ ଏହି ସୁବିଧା

September 2, 2026

ବାଲୁଗାଁ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ

September 2, 2026

ରାମ ମନ୍ଦିର ଟ୍ରଷ୍ଟରେ ତିନି ନୂତନ ଟ୍ରଷ୍ଟି ନିଯୁକ୍ତ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.