Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାରା ବିଶ୍ବ ବ୍ୟାଡମିଣ୍ଟନ୍‌ ଚାମ୍ପିୟନ୍‌ସିପ୍‌ : ପ୍ରମୋଦ ଭଗତଙ୍କୁ ସିଙ୍ଗିଲ୍ସ ଟାଇଟଲ୍‌
ଆଜିର ଖବର

ପାରା ବିଶ୍ବ ବ୍ୟାଡମିଣ୍ଟନ୍‌ ଚାମ୍ପିୟନ୍‌ସିପ୍‌ : ପ୍ରମୋଦ ଭଗତଙ୍କୁ ସିଙ୍ଗିଲ୍ସ ଟାଇଟଲ୍‌

August 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓଡ଼ିଆ ଖେଳାଳି ପୁଅ ପ୍ରମୋଦ ଭଗତ ନିଜର ବିଜୟ ଯାତ୍ରାରେ ଆଉ ରେକର୍ଡ ଯୋଡ଼ି ଦେଇଛନ୍ତି । ଇଜରଲ୍ୟାଣ୍ଟରେ ଚାଲିଥିବା ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌ରେ ଡବଲ୍ସ ପରେ ସିଙ୍ଗଲ୍ସରେ ମଧ୍ୟ ନିଜର ଯାଦୁ ଦେଖାଇଛନ୍ତି । ପ୍ରମୋଦ ସିଙ୍ଗଲ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିଛନ୍ତି । ସେ ଇଂଲଣ୍ଡର ଡାନିଏଲ୍‌ ବେଥେଲଙ୍କ ପରାସ୍ତ କରିଛନ୍ତି । 6-21, 21-14 ଓ 21-15 ପ୍ରମୋଦ ଡାନିଏଲ୍‌ଙ୍କୁ ହରାଇ ସ୍ୱର୍ଣ୍ଣ ପଦ ହାସଲ କରିଛନ୍ତି । ପ୍ରଥମ ସେଟ୍‌ରେ ପରାଜିତ ହେବା ପରେ ଡାନିଏଲ୍‌ଙ୍କୁ ପରବର୍ତ୍ତୀ ଦୁଇ ସେଟ୍‌ରେ ପରାସ୍ତ କରି ଟାଇଟଲ୍‌ ହାସଲ କରିଥିଲେ ପ୍ରମୋଦ ।

Share. Facebook Twitter LinkedIn Email WhatsApp Copy Link

Related Posts

CWG 2026: ଆଜି ସେମିଫାଇନାଲରେ ଖେଳିବେ ୧୦ ଭାରତୀୟ ବକ୍ସର, ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026

ବିଜେପିରୁ ଇସ୍ତଫା ଦେଲେ ଶହଜାଦ ପୁନାୱାଲା?: ପରିବର୍ତ୍ତନ କଲେ ‘X’ ଆକାଉଣ୍ଟ

July 31, 2026

୧୧୨ ବର୍ଷ ପରେ ପ୍ରଥମ ଥର: ଭାରତ-ବ୍ରାଜିଲ ମଧ୍ୟରେ ହେବ ଐତିହାସିକ ମ୍ୟାଚ୍, ଜାଣନ୍ତୁ ତାରିଖ

July 31, 2026

ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ‘ପୂର୍ବୋଦୟ ମାଇଣ୍ଡ୍ କନକ୍ଲେଭ୍ ୨୦୨୬’

July 31, 2026
Latest News

CWG 2026: ଆଜି ସେମିଫାଇନାଲରେ ଖେଳିବେ ୧୦ ଭାରତୀୟ ବକ୍ସର, ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026

ବିଜେପିରୁ ଇସ୍ତଫା ଦେଲେ ଶହଜାଦ ପୁନାୱାଲା?: ପରିବର୍ତ୍ତନ କଲେ ‘X’ ଆକାଉଣ୍ଟ

July 31, 2026

ଅମିତ ଶାହଙ୍କ ଇସ୍ତଫା ଦାବି କଲା ସିଜେପି: ସରକାରକୁ କଡ଼ା ଆକ୍ରମଣ କଲେ ଅଭିଜିତ ଦୀପକେ

July 31, 2026

ଫାଇନାଲରେ ମୁହାଁମୁହିଁ ହେବେ ନୀରଜ ଚୋପ୍ରା ଏବଂ ଅରଶଦ ନଦୀମ: ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026

୧୧୨ ବର୍ଷ ପରେ ପ୍ରଥମ ଥର: ଭାରତ-ବ୍ରାଜିଲ ମଧ୍ୟରେ ହେବ ଐତିହାସିକ ମ୍ୟାଚ୍, ଜାଣନ୍ତୁ ତାରିଖ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.