Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବ ସରକାର କମିସନ ରିପୋର୍ଟକୁ ଜାଣିଶୁଣି ହଜାଇଛନ୍ତି: ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ
ଆଜିର ଖବର

ପୂର୍ବ ସରକାର କମିସନ ରିପୋର୍ଟକୁ ଜାଣିଶୁଣି ହଜାଇଛନ୍ତି: ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ

September 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ତଦନ୍ତ ରିପୋର୍ଟକୁ ବିଜେଡିର ପୂର୍ବତନ ସରକାର ଜାଣିଶୁଣି  ହଜାଇ ଦେଇଥିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସିଧାସଳଖ ଅଭିଯୋଗ ଆଣିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପୂର୍ବତନ ବିଜେଡି ସରକାର ସ୍ୱାମୀଜୀଙ୍କ ହତ୍ୟାକାଣ୍ଡ ସମ୍ବନ୍ଧୀୟ କମିଶନ ରିପୋର୍ଟକୁ ଜାଣିଶୁଣି ଗାୟବ କରିଦେଇଛନ୍ତି। ବର୍ତ୍ତମାନ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ହଜିଯାଇଥିବା ରିପୋର୍ଟ ଖୁବ୍‌ଶୀଘ୍ର ମିଳିବ ଏବଂ ଏହା ପଛରେ ଥିବା ପ୍ରକୃତ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହାସହିତ, କିଏ ଓ କେଉଁ ଉଦ୍ଦେଶ୍ୟରେ ଏହି ତଦନ୍ତ ରିପୋର୍ଟକୁ ଚାପି ରଖିବାକୁ ଚେଷ୍ଟା କରୁଥିଲେ, ତାହା ରିପୋର୍ଟ ହସ୍ତଗତ ହେବା ପରେ ସ୍ପଷ୍ଟ ହୋଇଯିବ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ହତ୍ୟାକାଣ୍ଡ ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥାଇପାରେ ବୋଲି ପ୍ରକାଶ କରିଛନ୍ତି।

ପୂର୍ବ ସରକାର କମିସନ ରିପୋର୍ଟକୁ ଜାଣିଶୁଣି ହଜାଇଛନ୍ତି: ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ସିଏମ୍‌ କିଷାନ ଯୋଜନାରେ ୮୩୩ କୋଟିର ସହାୟତା ରାଶି ବଣ୍ଟନ

September 4, 2026

FCRA ବିଲ୍ ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି!: ବିରୋଧୀ ନେତାମାନଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ

September 4, 2026

ସେମିଫାଇନାଲ ପୂର୍ବରୁ ପାକିସ୍ତାନ ସହିତ ମୁକାବିଲା କରିବ ଭାରତୀୟ ମହିଳା ଦଳ: ଜାଣନ୍ତୁ କେବେ?

September 4, 2026

ଋଷ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

September 4, 2026
Latest News

ପୂର୍ବ ସରକାର କମିସନ ରିପୋର୍ଟକୁ ଜାଣିଶୁଣି ହଜାଇଛନ୍ତି: ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ

September 4, 2026

ସିଏମ୍‌ କିଷାନ ଯୋଜନାରେ ୮୩୩ କୋଟିର ସହାୟତା ରାଶି ବଣ୍ଟନ

September 4, 2026

FCRA ବିଲ୍ ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି!: ବିରୋଧୀ ନେତାମାନଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ

September 4, 2026

ସେମିଫାଇନାଲ ପୂର୍ବରୁ ପାକିସ୍ତାନ ସହିତ ମୁକାବିଲା କରିବ ଭାରତୀୟ ମହିଳା ଦଳ: ଜାଣନ୍ତୁ କେବେ?

September 4, 2026

ଋଷ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.