Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତଦନ୍ତକାରୀ ଅଫିସରଙ୍କୁ ବଦଳାଇବା ସହ ନୂଆ ଦଫା ଲଗାଇବାକୁ ବାପାଙ୍କ ଦାବି
ଆଜିର ଖବର

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତଦନ୍ତକାରୀ ଅଫିସରଙ୍କୁ ବଦଳାଇବା ସହ ନୂଆ ଦଫା ଲଗାଇବାକୁ ବାପାଙ୍କ ଦାବି

September 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ: ବାଲିଅନ୍ତା ସୌମ୍ୟରଞ୍ଜନ ଭିଡ଼ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି ମୃତ ସୌମ୍ୟଙ୍କ ବାପା । ପ୍ରାଥମିକ ଚାର୍ଜସିଟ୍ ଦାଖଲ ସତ୍ତ୍ୱେ ତଦନ୍ତ ପ୍ରକ୍ରିୟାକୁ ନେଇ ପରିବାର ପକ୍ଷରୁ ପୁଣି ପ୍ରଶ୍ନ ଉଠାଯାଇଛି । ନିରପେକ୍ଷ ତଦନ୍ତ ପାଇଁ ତଦନ୍ତକାରୀ ଅଫିସର (ଆଇଓ)ଙ୍କୁ ବଦଳାଇବା ସହ ଆପରାଧିକ ଷଡ଼ଯନ୍ତ୍ର ଏବଂ ଭିଡ଼ ହିଂସା ଭଳି କଠୋର ଦଫା ଯୋଡ଼ିବାକୁ ସେ କ୍ରାଇମବ୍ରାଞ୍ଚ ଡିଆଇଜିଙ୍କୁ ନିବେଦନ କରିଛନ୍ତି । ଏଡିଜି ଦୟାଲ ଗଙ୍ଗୱାରଙ୍କୁ ଭେଟି ମାମଲା ସମ୍ପର୍କିତ କିଛି ନୂଆ ତଥ୍ୟ କ୍ରାଇମବ୍ରାଞ୍ଚରେ ଦାଖଲ କରାଯାଇଥିବା ସୌମ୍ୟଙ୍କ ବାପା ସୂଚନା ଦେଇଛନ୍ତି । ଏହାସହ ଘଟଣା ଦିନ ନୀରବଦ୍ରଷ୍ଟା ସାଜିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ, ସେନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

କ୍ରାଇମବ୍ରାଞ୍ଚ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ DISHAର ଗୁରୁତ୍ୱପୂର୍ଣ୍ଣ ବୈଠକ

September 8, 2026

ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ୍ ଡାକଘରକୁ N-Gen ଡାକଘର ଭାବେ ମିଳିଲା ନୂତନ ରୂପ

September 8, 2026

ପ୍ରଥମ ପ୍ରୟାସରେ ଅବତରଣ କରିପାରିଲା ନାହିଁ ଏୟାର ଇଣ୍ଡିଆ ବିମାନ: ଯାତ୍ରା କରୁଥିଲେ ରାହୁଲ ଗାନ୍ଧୀ

September 8, 2026

ସୌରଭ ଦାସ ଏବଂ ରାଙ୍କାଙ୍କ ବିରୋଧରେ ୨ କୋଟିର ମାନହାନି: ଜାଣନ୍ତୁ କ’ଣ କହିଲେ ଗୌରବ ଭାଟିଆ

September 8, 2026
Latest News

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତଦନ୍ତକାରୀ ଅଫିସରଙ୍କୁ ବଦଳାଇବା ସହ ନୂଆ ଦଫା ଲଗାଇବାକୁ ବାପାଙ୍କ ଦାବି

September 8, 2026

ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ DISHAର ଗୁରୁତ୍ୱପୂର୍ଣ୍ଣ ବୈଠକ

September 8, 2026

ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ୍ ଡାକଘରକୁ N-Gen ଡାକଘର ଭାବେ ମିଳିଲା ନୂତନ ରୂପ

September 8, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମରେ ବଡ଼ ସୁରକ୍ଷା ତ୍ରୁଟି!: ବନ୍ଧୁକ ସହ ଦୁଇ ଗିରଫ

September 8, 2026

ପ୍ରଥମ ପ୍ରୟାସରେ ଅବତରଣ କରିପାରିଲା ନାହିଁ ଏୟାର ଇଣ୍ଡିଆ ବିମାନ: ଯାତ୍ରା କରୁଥିଲେ ରାହୁଲ ଗାନ୍ଧୀ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.