Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଘୁଚାପ କ୍ଷେତ୍ର ସୃଷ୍ଟି : ମୟୂରଭଞ୍ଜରେ ସମସ୍ତ ସ୍କୁଲ ଛୁଟି
ଆଜିର ଖବର

ଲଘୁଚାପ କ୍ଷେତ୍ର ସୃଷ୍ଟି : ମୟୂରଭଞ୍ଜରେ ସମସ୍ତ ସ୍କୁଲ ଛୁଟି

September 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Lowpressure

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।  ଏହାର ପ୍ରଭାବରେ ପଶ୍ଚିମବଙ୍ଗ – ଓଡିଶା – ଉତ୍ତର ଆନ୍ଧ୍ର ଉପକୂଳରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୪୮ ଘଣ୍ଟା ସମୁଦ୍ର ଅଶାନ୍ତ ରହିବା ନେଇ ସୂଚନା ରହିଛି ।  ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ପାଣିପାଗ  ସୂଚନା ଅନୁସାରେ, ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ପ୍ରବଳ ବର୍ଷା ଜାରି ରହିବ।

ବିଶେଷକରି ୧୦ ତାରିଖ ଗୁରୁବାର ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହୁଛି। ଏଥିପାଇଁ ଉଭୟ ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ହେବା ନେଇ ଆଇଏମଡ଼ି ରେଡ ବର୍ନିଙ୍ଗ ଜାରି କରିବା ପରେ ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଅଞ୍ଚଳରେ ଆଜି ସବୁ ସରକାରୀ ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚ ମାଧ୍ଯମିକ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି ।

ଲଘୁଚାପ ସ୍କୁଲ ଛୁଟି
Share. Facebook Twitter LinkedIn Email WhatsApp Copy Link

Related Posts

ଚୀନ୍ ଭ୍ଲଗରଙ୍କ ଭାରତ ବିରୋଧୀ ଅପପ୍ରଚାର: ଢାକାର ବସ୍ତିକୁ ନୂଆଦିଲ୍ଲୀ ଭାବେ ଦର୍ଶାଇବା ଅଭିଯୋଗ

November 11, 2026

ଭୁବନେଶ୍ୱରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

November 11, 2026

ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘ସ୍ୱତନ୍ତ୍ର ଅଭିଯାନ ୬’ ସଫଳତାର ସହ ସମ୍ପନ୍ନ

November 11, 2026

ଆଜି ଏହି ଆଠଟି ରାଶିର ଲୋକେ ରୁହନ୍ତୁ ସାବଧାନ: ହୋଇପାରେ କିଛି ଦୁର୍ଘଟଣା

November 11, 2026
Latest News

Bank Sweeper Becomes Manager: ସେ ଥିଲେ ସୁଇପର, ପରେ ହୋଇଗଲେ ସେହି ବ୍ୟାଙ୍କର ମ୍ୟାନେଜର; ଆଶ୍ଚର୍ଯ୍ୟ..

November 11, 2026

ଚୀନ୍ ଭ୍ଲଗରଙ୍କ ଭାରତ ବିରୋଧୀ ଅପପ୍ରଚାର: ଢାକାର ବସ୍ତିକୁ ନୂଆଦିଲ୍ଲୀ ଭାବେ ଦର୍ଶାଇବା ଅଭିଯୋଗ

November 11, 2026

ଭୁବନେଶ୍ୱରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

November 11, 2026

ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘ସ୍ୱତନ୍ତ୍ର ଅଭିଯାନ ୬’ ସଫଳତାର ସହ ସମ୍ପନ୍ନ

November 11, 2026

ଆଜି ଏହି ଆଠଟି ରାଶିର ଲୋକେ ରୁହନ୍ତୁ ସାବଧାନ: ହୋଇପାରେ କିଛି ଦୁର୍ଘଟଣା

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.