Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆପଣଙ୍କର ଚାକିରୀ ସମସ୍ୟା ରହିଛି କି?: ଏହି ପାଞ୍ଚୋଟି କଥାକୁ ଗୁରୁତର ସହ କରନ୍ତୁ ଗ୍ରହଣ
ଆଜିର ଖବର

ଆପଣଙ୍କର ଚାକିରୀ ସମସ୍ୟା ରହିଛି କି?: ଏହି ପାଞ୍ଚୋଟି କଥାକୁ ଗୁରୁତର ସହ କରନ୍ତୁ ଗ୍ରହଣ

September 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆପଣଙ୍କର ଚାକିରୀ ସମସ୍ୟା ରହିଛି କି?: ଏହି ପାଞ୍ଚୋଟି କଥାକୁ ଗୁରୁତର ସହ କରନ୍ତୁ ଗ୍ରହଣ
ଆପଣଙ୍କର ଚାକିରୀ ସମସ୍ୟା ରହିଛି କି?: ଏହି ପାଞ୍ଚୋଟି କଥାକୁ ଗୁରୁତର ସହ କରନ୍ତୁ ଗ୍ରହଣ

ନୂଆଦିଲ୍ଲୀ: ଆପଣ ଯଦି ଚାକିରି ଖୋଜୁଛନ୍ତି କିମ୍ବା କୌଣସି ଚାକିରି ସମ୍ବନ୍ଧୀୟ ସମସ୍ୟାରେ ପଡିଛନ୍ତି, ତେବେ ସମସ୍ତ ପ୍ରକାର ପରିଶ୍ରମ ସହିତ ଏଗୁଡ଼ିକୁ କରିବାକୁ ଚେଷ୍ଟା କରନ୍ତୁ।

୧- ଶୁକ୍ରବାର ଦିନ, ୮ ଜଣ ପିଲାଙ୍କୁ ଭଜା ଚଣା କିମ୍ବା ଖଟା ମିଠା ଚକୋଲେଟ ବଣ୍ଟନ କରନ୍ତୁ

୨- ଏକ ନଡ଼ିଆ ଗୋଟା ନେଇ ସେଥିରେ ଏକ ଛିଦ୍ର କରନ୍ତୁ। ବର୍ତ୍ତମାନ ଏହି ଗର୍ତ୍ତରେ ଘିଅ ଏବଂ ଚିନି ଭରନ୍ତୁ। ଏହାପରେ ସେହି ନଡ଼ିଆକୁ ମଙ୍ଗଳବାର ଦିନ ଏକ ବରଗଛ ତଳେ ରଖନ୍ତୁ କିମ୍ବା ପିମ୍ପୁଡ଼ି ଥିବା ସ୍ଥାନରେ ରଖନ୍ତୁ। ଏହାକୁ ୩ ରୁ ୫ ଥର କରନ୍ତୁ। ଆପଣ ନିଶ୍ଚିତ ଭାବରେ ଉପକୃତ ହେବେ।

୩- ମଙ୍ଗଳବାର ରାତି ୧୨ ଟା ସମୟରେ ଏକ ଛକକୁ ଯାଆନ୍ତୁ ଏବଂ ଏକ ଦାଗମୁକ୍ତ ଲେମ୍ବୁକୁ ଚାରି ଖଣ୍ଡ କରନ୍ତୁ। ଏହାକୁ ଚାରି ଦିଗକୁ ଫୋପାଡି ଦିଅନ୍ତୁ। ଏହାପରେ ପଛକୁ ନ ଅନାଇ ସିଧା ଘରକୁ ଆସନ୍ତୁ।

୪- କୌଣସି ଏକ ଶୁକ୍ରବାର ଦିନ ଏକ ଲୁହା ତାଲା କିଣି ଆଣନ୍ତୁ। ତାହା ବନ୍ଦ ଥିବା ଅବସ୍ଥାରେ ରାତିରେ ମୁଣ୍ଡ ତଳେ ରଖି ଶୁଅନ୍ତୁ। ପରଦିନ ସକାଳେ, ଗାଧୋଇ ମନ୍ଦିର କିମ୍ବା କୈଣସି ଧାର୍ମିକ ସ୍ଥାନକୁ ଯାଇ ଚାବି ସହିତ ତାଲାଟି ରଖି ଦିଅନ୍ତୁ।

୫- କୌଣସି ସିଦ୍ଧ ଗଣେଶ ମନ୍ଦିରକୁ ଯାଆନ୍ତୁ ଏବଂ ଆପଣଙ୍କ ସମସ୍ୟା କିମ୍ବା ଇଚ୍ଛାକୁ ନିଜ ମନରେ କୁହନ୍ତୁ। ସେଠାରେ ସୁବିଧା ଦେଖି ଏକ ଓଲଟା ସ୍ବାସ୍ତିକ ଚିହ୍ନଟିଏ କରି ଦିଅନ୍ତୁ। ଅନ୍ୟ କୌଣସି ସ୍ଥାନକୁ ନ ଯାଇ ସିଧା ଘରକୁ ଫେରିଆସନ୍ତୁ। ଏହା ପରେ, ଯେତେବେଳେ କାମ ପୁରଣ ହେବ ସେଠାକୁ ଯାଇ ତାହାକୁ ଲିଭାଇ ସିଧା ସ୍ବସ୍ତିକ ଚିହ୍ନ କରନ୍ତୁ।

କିନ୍ତୁ ମନେରଖନ୍ତୁ ଆପଣ ପ୍ରଥମେ ସମସ୍ତ ପରିଶ୍ରମ କରି ଏହା କରନ୍ତୁ। ବିନା ପରିଶ୍ରମରେ ଏହାର ଫଳ ମିଳିବ ନାହିଁ।

ଚାକିରୀ ସମସ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026

୧୫ ବର୍ଷରେ ପାଦ ଥାପିଲା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪

October 16, 2026
Latest News

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.