Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍
ଆଜିର ଖବର

ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍

September 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍
ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍

ନୂଆଦିଲ୍ଲୀ: ଆୟୋଜକ ଇଂଲଣ୍ଡ ବର୍ମିଂହାମର ଏଜବାଷ୍ଟନରେ ତୃତୀୟ ଟେଷ୍ଟକୁ ୮ ୱିକେଟରେ ଜିତିଛି। ଇଂଲଣ୍ଡକୁ ପାକିସ୍ତାନ ୧୩୦ ରନର ଟାର୍ଗେଟ ଦେଇଥିଲା, ଯାହାକୁ ଇଂଲଣ୍ଡ ଦଳ ମାତ୍ର ଦୁଇଟି ୱିକେଟ ହରାଇ ହାସଲ କରିଥିଲା। ଯଦିଓ ଇଂଲଣ୍ଡ ମାତ୍ର ଦୁଇ ରନରେ ଦୁଇଟି ୱିକେଟ୍ ହରାଇଥିଲା, କିନ୍ତୁ ଜୋର୍ଡାନ କକ୍ସ (୫୯) ଏବଂ ଅଧିନାୟକ ଜୋ ରୁଟ୍ (୬୨ ରନ) ଅପରାଜିତ ରହି ମ୍ୟାଚ୍ ଜିତାଇଥିଲେ। ଏହିପରି ଇଂଲଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ପାକିସ୍ତାନକୁ କ୍ଲିନ ସ୍ଵିପ୍ କରିଛି। ଇଂଲଣ୍ଡ ୩-୦ ରେ ସିରିଜ୍ ଜିତିଛି।

babar azam ENG Vs PAK 3rd Test England Vs Pakistan joe root Razaullah
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ SIR ଝଡ଼: ବୈଠକରୁ ଓହରିଲେ TVK-DMK, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ତେଜିଲା ରାଜନୀତି!

October 24, 2026

କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେଲେ ସବ୍ବିନେନୀ ମେଘନା

October 24, 2026

ପରବିନ୍ଦର ଅୱାନା ବିସିସିଆଇ ଜୁନିୟର୍ ଚୟନ କମିଟିର ନୂତନ ଅଧ୍ୟକ୍ଷ

October 24, 2026

ଦିଲ୍ଲୀ ହାଇକୋର୍ଟରେ ନେହା ବୋରାଙ୍କ ରିଟ୍ ପିଟିସନ୍ ଖାରଜ

October 24, 2026
Latest News

ଚିନ୍ମୟ ମିଶନର ଆଧ୍ୟାତ୍ମିକ ଯାତ୍ରାରୁ ବିକଶିତ ଭାରତର ସଂକଳ୍ପ, ଯୁବଶକ୍ତିକୁ ନେଇ ମୋଦୀଙ୍କ ବଡ଼ ଆହ୍ୱାନ

October 24, 2026

ଭୁବନେଶ୍ୱରରେ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ-୨୦୨୬ ଉଦ୍‌ଘାଟିତ, ସହରୀ ପରିବହନରେ ଡିଜିଟାଲ୍ ବିପ୍ଳବ ଉପରେ ଗୁରୁତ୍ୱ

October 24, 2026

୧୧ ମାସର ଶିଶୁକୁ ମିଳିଲାନି କ୍ଷୀର, ସିଙ୍ଗାପୁର ଏୟାରଲାଇନ୍ସକୁ ₹୫୦ ହଜାର କ୍ଷତିପୂରଣ ନିର୍ଦ୍ଦେଶ

October 24, 2026

ତାମିଲନାଡୁରେ SIR ଝଡ଼: ବୈଠକରୁ ଓହରିଲେ TVK-DMK, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ତେଜିଲା ରାଜନୀତି!

October 24, 2026

କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେଲେ ସବ୍ବିନେନୀ ମେଘନା

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.