Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଡ଼ାଣ ପୂର୍ବରୁ ଆଖି ବୁଜିଲେ ପାଇଲଟ: ଦିଲ୍ଲୀ ହୋଟେଲରୁ ମୃତଦେହ ଉଦ୍ଧାର
ଆଜିର ଖବର

ଉଡ଼ାଣ ପୂର୍ବରୁ ଆଖି ବୁଜିଲେ ପାଇଲଟ: ଦିଲ୍ଲୀ ହୋଟେଲରୁ ମୃତଦେହ ଉଦ୍ଧାର

September 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Body of Air India crew member recovered from Delhi hotel
Body of Air India crew member recovered from Delhi hotel

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଏକ ଅଭିଜାତ ହୋଟେଲରୁ ଏୟାର ଇଣ୍ଡିଆର ଜଣେ ବରିଷ୍ଠ ପାଇଲଟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ପାଇଲଟଙ୍କ ଘର ମୁମ୍ବାଇରେ ହୋଇଥିବା ବେଳେ ତାଙ୍କ ବୟସ ୪୦ରୁ ୫୦ ବର୍ଷ ମଧ୍ୟରେ ହେବ। ଉଡ଼ାଣ ମଧ୍ୟବର୍ତ୍ତୀକାଳୀନ ରହଣି (ଲେ-ଓଭର) ପାଇଁ ସେ ଦିଲ୍ଲୀ ଆସି ହୋଟେଲରେ ରହିଥିଲେ।

ସୂଚନା ଅନୁସାରେ, ବସନ୍ତ କୁଞ୍ଜସ୍ଥିତ ‘ଦି ଗ୍ରାଣ୍ଡ୍’ ହୋଟେଲ କୋଠରୀରେ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସମ୍ପୃକ୍ତ ପାଇଲଟ ଜଣକ ପୂର୍ବରୁ ‘ଏୟାର ଇଣ୍ଡିଆ ଏକ୍ସପ୍ରେସ୍’ରେ କାର୍ଯ୍ୟ କରୁଥିଲେ ଏବଂ ମାତ୍ର କିଛି ମାସ ପୂର୍ବେ ‘ଏୟାର ଇଣ୍ଡିଆ’କୁ ଆସିଥିଲେ। ଆଜି ଭୋରରୁ ତାଙ୍କର ଏକ ବିମାନ ଉଡ଼ାଣ ପରିଚାଳନା କରିବାର ସୂଚୀ ରହିଥିଲା। ଏହି ଆକସ୍ମିକ ବିୟୋଗରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଏହି କଠିନ ସମୟରେ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଥିବା କମ୍ପାନି ପକ୍ଷରୁ କୁହାଯାଇଛି।

Air India Pilot Delhi The Grand Hotel Layover
Share. Facebook Twitter LinkedIn Email WhatsApp Copy Link

Related Posts

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଯୁବକଙ୍କ ମୃତ୍ୟୁ

September 12, 2026

ମାଛ ଧରା ଜାଲରେ ଛନ୍ଦି ହେଲା କୁମ୍ଭୀର

September 12, 2026

ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ଦର୍ଶକଙ୍କୁ କଲା ବିଭୋର

September 12, 2026
Latest News

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026

ଉଡ଼ାଣ ପୂର୍ବରୁ ଆଖି ବୁଜିଲେ ପାଇଲଟ: ଦିଲ୍ଲୀ ହୋଟେଲରୁ ମୃତଦେହ ଉଦ୍ଧାର

September 12, 2026

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଯୁବକଙ୍କ ମୃତ୍ୟୁ

September 12, 2026

ମାଛ ଧରା ଜାଲରେ ଛନ୍ଦି ହେଲା କୁମ୍ଭୀର

September 12, 2026

ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ଦର୍ଶକଙ୍କୁ କଲା ବିଭୋର

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.