Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଂଲାଦେଶ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ : ବିବାହ ପ୍ରମାଣପତ୍ରରୁ ବାଦ୍‌ ପଡ଼ିବ ଭର୍ଜିନ୍‌ ବିକଳ୍ପ
ଆଜିର ଖବର

ବାଂଲାଦେଶ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ : ବିବାହ ପ୍ରମାଣପତ୍ରରୁ ବାଦ୍‌ ପଡ଼ିବ ଭର୍ଜିନ୍‌ ବିକଳ୍ପ

August 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଂଲାଦେଶର ସୁପ୍ରିମ୍‌କୋର୍ଟ ମହିଳାଙ୍କ ପାଇଁ ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ସୁପ୍ରିମ୍‌କୋର୍ଟଙ୍କ ଆଦେଶାନୁସାରେ ବିବାହ ପ୍ରମାଣପତ୍ରରେ ରହିଥିବା ଭର୍ଜିନ୍‌ ଶବ୍ଦକୁ ହଟାଯିବାକୁ ନିଷ୍ପତ୍ତି ନିଆଯାଇଛି। ବାଂଲାଦେଶର ସୁପ୍ରିମ୍‌କୋର୍ଟରେ ଏପରି ଏକ ଅପମାନଜନକ ତଥା ଭେଦଭବାପୂର୍ଣ୍ଣ ଶବ୍ଦ ହଟାଇବା ନିମେନ୍ତ ଯାଚିକା ଦିଆଯାଇଥିଲା ।  ଦକ୍ଷିଣ ଏସିଆର ମୁସଲିମ୍‌ ଦେଶରେ ବିବାହକୁ ନେଇ ରହିଥିବା ନିୟମରେ ମୁଖ୍ୟତଃ ତିନୋଟି ବିକଳ୍ପ ରହିଥାଏ । ଏହି ତିନି ବିକଳ୍ପ ମଧ୍ୟରୁ ଗୋଟିଏକୁ ଚୟନ କରିବାକୁ ପଡ଼ିଥାଏ । ତିନି ବିକଳ୍ପଗୁଡ଼ିକ ହେଲା – ‘ଭର୍ଜିନ୍‌ (କୁମାରୀ)’, ‘ବିଧୁର‘ ‘ଓ୍ବିଡୋ’ ଓ ‘ ସ୍ବାମୀ ପରିତ୍ୟକ୍ତା (ଡିଭୋର୍ସି) । ବିବାହ ପ୍ରମାଣପତ୍ରରେ ରହିଥିବା ଭର୍ଜିନ୍‌ ବିକଳ୍ପଟି ଗୋପନୀୟତାର ଉଲ୍ଲଂଘନ କରିବା ସହିତ ଏହା ଅପମାନଜନକ ବୋଲି ଯାଚିକା କର୍ତ୍ତା ଯାଚିକାରେ ଦର୍ଶାଇଥିଲେ ।  କୋର୍ଟ ଏହି ମାମଲାର ନିଷ୍ପତ୍ତି ଶୁଣାଇ ବିବାହ ପ୍ରମାଣପତ୍ରରେ ରହିଥିବା ଭର୍ଜିନ୍‌ (କୁମାରୀ) ବିକଳ୍ପଟିକୁ ଅବିବାହିତ ବିକଳ୍ପ ରୂପେ ପରିବର୍ତ୍ତନ କରାଯିବା ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବେ ଗୋବିନ୍ଦା!: ଜାଣନ୍ତୁ କିଏ ସେ ଅଭିନେତ୍ରୀ?

August 21, 2026

ଭିଜିଲାନ୍ସ ଜାଲରେ ତହସିଲଦାର, ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ

August 21, 2026

ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳାଙ୍କ ସମେତ ୨ ଶିଶୁ ମୃତ

August 21, 2026

ବଲାଙ୍ଗୀରରେ ଲୋମଟାଙ୍ଗୁରା ହତ୍ୟାକାଣ୍ଡ

August 21, 2026
Latest News

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026

୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବେ ଗୋବିନ୍ଦା!: ଜାଣନ୍ତୁ କିଏ ସେ ଅଭିନେତ୍ରୀ?

August 21, 2026

‘ଇଥାନଲ ଯୋଗୁଁ ମହଙ୍ଗା ହେଲା ଚିନି’: ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

August 21, 2026

ଭିଜିଲାନ୍ସ ଜାଲରେ ତହସିଲଦାର, ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ

August 21, 2026

ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳାଙ୍କ ସମେତ ୨ ଶିଶୁ ମୃତ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.