Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଟିଏ ମୋଟରସାଇକେଲର ମୂଲ୍ୟ ହେଉଛି 5 ଲକ୍ଷ 47 ହଜାର ଟଙ୍କା, ସେ ଗାଡିରେ କଣ ଏମିତି ଅଛି କି?
ଆଜିର ଖବର

ଗୋଟିଏ ମୋଟରସାଇକେଲର ମୂଲ୍ୟ ହେଉଛି 5 ଲକ୍ଷ 47 ହଜାର ଟଙ୍କା, ସେ ଗାଡିରେ କଣ ଏମିତି ଅଛି କି?

August 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Sajeev Rajasekharan, Managing Director, Harley-Davidson India at the launch of the new street 750 motorcycle, in New Delhi on Tuesday. The motorcycle priced at INR 5,47,150.
Sajeev Rajasekharan, Managing Director, Harley-Davidson India at the launch of the new street 750 motorcycle, in New Delhi on Tuesday. The motorcycle priced at INR 5,47,150.

ସମୀକ୍ଷା ବ୍ୟୁରୋ

ଗୋଟିଏ ବାଇକର ଦାମ ହେଉଛି 5 ଲକ୍ଷ 47 ହଜାର ଶହେ 50 ଟଙ୍କା। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ଏପରି ବାଇକ ବଜାରରେ ଉପଲବ୍ଧ ହେଉଛି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଭାରତ ବଜାରରେ ଏହି ଗାଡି ମାତ୍ର 3 ଶହଟି ବିକ୍ରି କରିବାକୁ କମ୍ପାନୀ ନିଷ୍ପତି ନେଇଛି। ପୂର୍ବରୁ ଏପରି ଦାମିକା ଗାଡି ଅଛି ହେଲେ ତାହାର ପରିମାଣ ସୀମିତ ନ ଥିଲା। ହେଲେ ଏହି କଂପାନୀ ମାତ୍ର 3ଶହଟି ଗାଡି ଭାରତ ବଜାରକୁ ଦେବ ବୋଲି କହିଛି। ଆଉ ସେ କଂପାନୀ ହେଉଛି #HarleyDavidson। ଦାମିକା ବାଇକ ନିର୍ମାଣ କରିବାରେ ଖ୍ୟାତ ଏହି କଂପାନୀ ଭାରତ ବଜାରରେ #Street750 ମଡେଲର ଏକ ଗାଡି ଆଜି ବଜାର ପ୍ରବେଶ କରିଛି। ଭାରତରେ Harley-Davidson ତାହାର ବଜାର ପ୍ରବେଶର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ସ୍ବତନ୍ତ୍ର ମଡେଲ ଗାଡି ନିର୍ମାଣ କରିଛି। ଯାହାର ଦାମ ଏପରି ରଖାଯିବା ସହ ଏହାର ବିକ୍ରି ମାତ୍ର 3ଶହ ଭିତରେ ସୀମିତ ରଖିଛି। ଏହି ସ୍ବତନ୍ତ୍ର ମଡେଲ ଗାଡିଟି କଂପାନୀର ଅନ୍ୟାନ୍ୟ ସାଧାରଣ ବର୍ଗରୁ ମାତ୍ର 13 ହଜାର ଟଙ୍କା ଅଧିକ ରହିଛି। ଏହି ଗାଡିଟି BS6 ସାର୍ଟିଫାଇଡ ବାଇକ। ଏହି ଭାରତୀୟ ପାଣିପାଗକୁ ନଜରରେ ରଖି ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି ବୋଲି କଂପାନୀ ତରଫରୁ କୁହାଯାଇଛି। ଏହି ମୂଲ୍ୟବାନ ଗାଡିଟି ଭାରତୀୟ ବଜାରରେ ଖୁବ ଶିଘ୍ର ବିକ୍ରୀ ହୋଇଯିବ ବୋଲି କଂପାନୀ ଆଶା ରଖିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ସମ୍ପର୍କରେ ଆସିଲା ଅପଡେଟ: ସିରିଜ କେବେ ଖେଳାଯିବ?

August 21, 2026

୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବେ ଗୋବିନ୍ଦା!: ଜାଣନ୍ତୁ କିଏ ସେ ଅଭିନେତ୍ରୀ?

August 21, 2026

ଭିଜିଲାନ୍ସ ଜାଲରେ ତହସିଲଦାର, ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ

August 21, 2026

ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳାଙ୍କ ସମେତ ୨ ଶିଶୁ ମୃତ

August 21, 2026
Latest News

ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ସମ୍ପର୍କରେ ଆସିଲା ଅପଡେଟ: ସିରିଜ କେବେ ଖେଳାଯିବ?

August 21, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026

୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବେ ଗୋବିନ୍ଦା!: ଜାଣନ୍ତୁ କିଏ ସେ ଅଭିନେତ୍ରୀ?

August 21, 2026

‘ଇଥାନଲ ଯୋଗୁଁ ମହଙ୍ଗା ହେଲା ଚିନି’: ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.