Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସୀୟ କ୍ରୀଡ଼ା ୨୦୨୬: କ୍ରିକେଟ ପରେ ହକିରେ ମଧ୍ୟ ଶ୍ରୀଲଙ୍କାକୁ ୧୬-୧ ରେ ହରାଇଲା ଭରତ
ଆଜିର ଖବର

ଏସୀୟ କ୍ରୀଡ଼ା ୨୦୨୬: କ୍ରିକେଟ ପରେ ହକିରେ ମଧ୍ୟ ଶ୍ରୀଲଙ୍କାକୁ ୧୬-୧ ରେ ହରାଇଲା ଭରତ

September 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏସୀୟ କ୍ରୀଡ଼ା ୨୦୨୬: କ୍ରିକେଟ ପରେ ହକିରେ ମଧ୍ୟ ଶ୍ରୀଲଙ୍କାକୁ ୧୬-୧ ରେ ହରାଇଲା ଭରତ
ଏସୀୟ କ୍ରୀଡ଼ା ୨୦୨୬: କ୍ରିକେଟ ପରେ ହକିରେ ମଧ୍ୟ ଶ୍ରୀଲଙ୍କାକୁ ୧୬-୧ ରେ ହରାଇଲା ଭରତ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ୨୦୨୬ର ଚତୁର୍ଥ ଦିନରେ ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ପୁଲ୍ A ମ୍ୟାଚ୍‌ ଖେଳାଯାଇଛି। ଏହି ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ଶ୍ରୀଲଙ୍କାକୁ ୧୬-୧ରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ପାଇଁ ମନଦୀପ ସିଂହ, ଗୁଜୁରାତ ସିଂହ, ଅଭିଷେକ, ହରମନପ୍ରୀତ ସିଂହ, ସୁଖଜିତ ସିଂହ, ଦିଲପ୍ରୀତ ସିଂହ, ମନପ୍ରୀତ ସିଂହ ଏବଂ ବିବେକ ସାଗର ପ୍ରସାଦ ଗୋଲ ଦେଇଥିଲେ। ଏହା ଇଭେଣ୍ଟରେ ଭାରତର ଲଗାତାର ଦ୍ୱିତୀୟ ବିଜୟ ଥିଲା। ଦଳର ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୨୪ ତାରିଖରେ ଦକ୍ଷିଣ କୋରିଆ ବିପକ୍ଷରେ ହେବ।

Asian Games 2026 Asian Games Live
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଫରେଷ୍ଟ ୱିଙ୍ଗର ଚଢ଼ାଉ: ଚିତାବାଘ ଛାଲ ଜବତ, ଜଣେ ଗିରଫ

September 22, 2026

ପ୍ରବଳ ବର୍ଷା ଯୋଗୁଁ ପୁରୀ ବେଳାଭୂମିରେ ଲାଗିଲା ରେଡଫ୍ଲାଗ୍‌

September 22, 2026

ଅଳ୍ପକେ ପରାଜୟରୁ ବଞ୍ଚିଲା ଭାରତ: ଶେଷ ଓଭରରେ ଜାପାନ ଠାରୁ ଜିତିଲା ଟିମ୍ ଇଣ୍ଡିଆ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026
Latest News

ଏସୀୟ କ୍ରୀଡ଼ା ୨୦୨୬: କ୍ରିକେଟ ପରେ ହକିରେ ମଧ୍ୟ ଶ୍ରୀଲଙ୍କାକୁ ୧୬-୧ ରେ ହରାଇଲା ଭରତ

September 22, 2026

ଭିଜିଲାନ୍ସ ଫରେଷ୍ଟ ୱିଙ୍ଗର ଚଢ଼ାଉ: ଚିତାବାଘ ଛାଲ ଜବତ, ଜଣେ ଗିରଫ

September 22, 2026

ପ୍ରବଳ ବର୍ଷା ଯୋଗୁଁ ପୁରୀ ବେଳାଭୂମିରେ ଲାଗିଲା ରେଡଫ୍ଲାଗ୍‌

September 22, 2026

ଅଳ୍ପକେ ପରାଜୟରୁ ବଞ୍ଚିଲା ଭାରତ: ଶେଷ ଓଭରରେ ଜାପାନ ଠାରୁ ଜିତିଲା ଟିମ୍ ଇଣ୍ଡିଆ

September 22, 2026

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.