Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧାରା ୩୭୦: ଅକ୍ଟୋବରରେ ହେବ ଶୁଣାଣି
ଆଜିର ଖବର

ଧାରା ୩୭୦: ଅକ୍ଟୋବରରେ ହେବ ଶୁଣାଣି

August 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଜମ୍ମୁକାଶ୍ମୀରର ସ୍ବତନ୍ତ୍ର ଅଧିକାର ଉଚ୍ଛେଦ ନେଇ ସମ୍ବିଧାନ ସଂଶୋଧନ ଉପରେ ସୁପ୍ରିମ୍‌କୋର୍ଟ ଶୁଣାଣି କରି ନୋଟିସ୍‌ ଜାରି କରିଛି। ପାଞ୍ଚଜଣିଆ ସମ୍ବିଧାନ ଖଣ୍ଡପୀଠକୁ ଏହି ମାମଲା ଦିଆଯାଇଛି ।  କୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ ପଠାଇଛନ୍ତି । କେନ୍ଦ୍ର ସରକାରଙ୍କୁ ୭ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ହେବ । ଏହାସହ କୋର୍ଟ ଧାରା ୩୭୦କୁ ନେଇ ଦାଏର ହୋଇଥିବା ସମସ୍ତ ଯାଚିକାର ଶୁଣାଣି ଅକ୍ଟୋବର ପ୍ରଥମ ସପ୍ତାହରେ ହେବ ବୋଲି କହିଛନ୍ତି । ସୁପ୍ରିମକୋର୍ଟରେ ଧାରା ୩୭୦ ଉଚ୍ଛେଦକୁ ନେଇ ୧୦ଟି ଯାଚିକା ଦାୟର କରାଯାଇଥିଲା । ଏହା ଉପରେ କୋର୍ଟ ଶୁଣାଣି କରିଥିଲେ । ଆଜି ଏହି ସମସ୍ତ ଯାଚିକାର ଶୁଣାଣି ହୋଇଥିଲା । କିନ୍ତୁ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ଏହି ଯାଚିକାଗୁଡିକୁ ଅକ୍ଟୋବରରେ ଶୁଣାଣି କରିବେ ବୋଲି କହିଛନ୍ତି । ସୀତାରାମ ୟେଚୁରୀଙ୍କୁ ଜମ୍ମୁକାଶ୍ମୀରକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିବାବେଳେ ଗଣମାଧ୍ୟମର ସ୍ବାଧୀନତା ପ୍ରସଙ୍ଗରେ କେନ୍ଦ୍ରକୁ ନୋଟିସ୍‌ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ

Share. Facebook Twitter LinkedIn Email WhatsApp Copy Link

Related Posts

ଜାନୁଆରୀ ୨୭ ରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ!: ତିନି ଦିନ ପାଇଁ ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା 

January 24, 2026

ଭାରତକୁ ହରାଇବା ପାଇଁ କେତେ ରନ ଆବଶ୍ୟକ?: ପରାଜୟ ପରେ କହିଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ

January 24, 2026

ବାଣିଜ୍ୟ ଚୁକ୍ତି ପୂର୍ବରୁ ଝଟକା ଦେଲା EU, ଭାରତୀୟ ସାମଗ୍ରୀ ଉପରେ ବୃଦ୍ଧି କଲା ୨୦% ଶୁଳ୍କ

January 24, 2026

ଜାନୁଆରୀ ୨୬ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ, ୨.୫ କିଲୋଗ୍ରାମ RDX ସହିତ ୪ ଗିରଫ

January 24, 2026
Latest News

ଜାନୁଆରୀ ୨୭ ରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ!: ତିନି ଦିନ ପାଇଁ ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା 

January 24, 2026

ଭାରତକୁ ହରାଇବା ପାଇଁ କେତେ ରନ ଆବଶ୍ୟକ?: ପରାଜୟ ପରେ କହିଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ

January 24, 2026

ଜାତୀୟ ସଙ୍ଗୀତ ପରି ମଧ୍ୟ “ବନ୍ଦେ ମାତରମ୍” ପାଇଁ ଠିଆ ହେବାକୁ ପଡିବ: ଖୁବ୍ ଶୀଘ୍ର ଆସିବ ଆଇନ

January 24, 2026

ବାଣିଜ୍ୟ ଚୁକ୍ତି ପୂର୍ବରୁ ଝଟକା ଦେଲା EU, ଭାରତୀୟ ସାମଗ୍ରୀ ଉପରେ ବୃଦ୍ଧି କଲା ୨୦% ଶୁଳ୍କ

January 24, 2026

ICC ODI ରାଙ୍କିଂ: ବିରାଟ କୋହଲିଙ୍କୁ ଝଟକା ଦେଇ ଶୀର୍ଷ ଆସନ ଅକ୍ତିଆର କଲେ ଡାରିଲ ମିଚେଲ

January 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.