Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ବଜାରରେ ପ୍ରବେଶ କଲା ରେନଲ୍ଟ ଟ୍ରାଇବର୍‌
ଆଜିର ଖବର

ଭାରତୀୟ ବଜାରରେ ପ୍ରବେଶ କଲା ରେନଲ୍ଟ ଟ୍ରାଇବର୍‌

August 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ବଜାରରେ ପ୍ରବେଶ କଲା ରେନଲ୍ଟ ଟ୍ରାଇବର। ଏହି କାର୍‌ର ମୂଲ୍ୟ ଭାରତୀୟ ବଜାରରେ ୪ ଲକ୍ଷ ୯୫ ହଜାର ଟଙ୍କା ରହିଛି। ଏହି କାର୍‌ର ଚାରିଟି ମଡେଲ୍‌ ଲଞ୍ଚ କରାଯାଇଥିବା ବେଳେ କାର୍‌ର ସର୍ବାଧିକ ମୂଲ୍ୟ ୬ ଲକ୍ଷ ୪୯ ହଜାର ଟଙ୍କା ରହିଛି। ଏହି କାର୍‌ଟି ଉଭୟ ପେଟ୍ରୋଲ ଏବଂ ଡିଜେଲ୍‌ ମଡେଲ୍‌ରେ ଉପଲବ୍ଧ ହେବ। ଏହି କାର୍‌ଟି ୭ ସିଟର୍‌ ବିଶିଷ୍ଟ ହୋଇଥିବାରୁ ଏହା ଭାରତୀୟ ବଜାର ପାଇଁ ବଢିଆ ବୋଲି ରେନଲ୍ଟ ପକ୍ଷରୁ କୁହାଯାଇଛି। ଏହି କାର୍‌ରେ ରେନଲ୍ଟ କ୍ବିଡ୍‌ ପରି ୧.୦ ଲି, ତିନି ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ୍‌ ରହିଛି। ଏହି କାର୍‌ରେ ୭୧ ବିଏଚ୍‌ପି ଟର୍କ ରହିଥିବା ବେଳେ ଏହା ସର୍ବାଧିକ ୯୬ ଏନ୍‌ଏମ୍‌ ଟର୍କ ଛୁଇଁପାରିବ। ୫ ସ୍ପିଡ୍‌ ଗିଅର ବିଶିଷ୍ଟ ଏହି କାର୍‌ଟି ୯୪୭ କିଗ୍ରା ଓଜନ ବହନ କରିପାରିବ। ଏହି କାର୍‌ଟି ଲିଟର ପିଛା ୨୩.୬୭ କିମି ଯାତ୍ରା କରିପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଏସଆଇଆର ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ

March 7, 2026

ଆଜି ଶନିବାରରେ ପାଞ୍ଚୋଟି ରାଶି ପାଇଁ ଭଲ ଦିନ: ସବୁ ଯୋଜନାରେ ହେବେ ସଫଳ

March 7, 2026

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026
Latest News

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026

ଏସଆଇଆର ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ

March 7, 2026

ଆଜି ଶନିବାରରେ ପାଞ୍ଚୋଟି ରାଶି ପାଇଁ ଭଲ ଦିନ: ସବୁ ଯୋଜନାରେ ହେବେ ସଫଳ

March 7, 2026

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.