Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକ୍‌ର ମିଥ୍ୟାକୁ ପ୍ରମାଣିତ କରିବା ପାଇଁ ରାହୁଲଙ୍କୁ ଫସାଯାଉଛି : କଂଗ୍ରେସ
ଆଜିର ଖବର

ପାକ୍‌ର ମିଥ୍ୟାକୁ ପ୍ରମାଣିତ କରିବା ପାଇଁ ରାହୁଲଙ୍କୁ ଫସାଯାଉଛି : କଂଗ୍ରେସ

August 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଧାରା 370 ଉଚ୍ଛେଦକୁ ନେଇ ରାହୁଲଙ୍କ ମନ୍ତବ୍ୟକୁ ନେଇ ନୂତନ ବିବାଦ ଦେଖାଦେଇଛି । ରାହୁଲଙ୍କ ମନ୍ତବ୍ୟମକୁ ନେଇ ପାକିସ୍ତାନ ଜାତିସଂଘର ଦ୍ବାରସ୍ଥ ହୋଇଥିବାର ଖବର ଆସିବା ପରେ ଏହାକୁ କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି । ନିଜର ମିଥ୍ୟାକୁ ପ୍ରମାଣିତ କରଗିବା ପାଇଁ ପାକିସ୍ତାନ ରାହୁଲଙ୍କ ନାମକୁ ବ୍ୟବହାର କରୁଛି ବୋଲି ସୁର୍ଜେଓ୍ବାଲା ଟ୍ବିଟ୍‌ କରିଛନ୍ତି । ଏହି ଟ୍ବିଟ୍‌ ସହିତ ସୁର୍ଜେଓ୍ବାଲା କଂଗ୍ରେସ ପକ୍ଷରୁ ଏକ ସ୍ପଷ୍ଟୀକରଣ ମଧ୍ୟ ପ୍ରକାଶ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ବୁଧବାର ରାହୁଲ ଜମ୍ମୁ କାଶ୍ମୀର ମାମଲା ଭାରତର ଅନ୍ତରୀଣ ମାମଲା ଏବଂ ଅନ୍ୟ କୌଣସି ରାଷ୍ଟ୍ର ଏଥିରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି ରାହୁଲ କହିଥିଲେ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣ ଅନୁଯାୟୀ, ପାକିସ୍ତାନ ଆତଙ୍କୀଙ୍କୁ ସହାୟତା କରୁଛି ଏବଂ ବିଭିନ୍ନ ଆତଙ୍କୀ ଆକ୍ରମଣ ଦ୍ବାରା ଭାରତ ସର୍ବଦା ପ୍ରଭାବିତ ହୋଇଛି । ତେଣୁ ଏହା ଉପରୁ ବିଶ୍ବ ସମୁଦାୟର ନଜର ହଟାଇବା ନିମନ୍ତେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗର ସହାୟତା ନେଉଛି ଏବଂ ରାହୁଲଙ୍କୁ ବଳି ବୋଦା ବନାଉଛି ବୋଲି କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଜାନୁଆରୀ ୨୭ ରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ!: ତିନି ଦିନ ପାଇଁ ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା 

January 24, 2026

ଭାରତକୁ ହରାଇବା ପାଇଁ କେତେ ରନ ଆବଶ୍ୟକ?: ପରାଜୟ ପରେ କହିଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ

January 24, 2026

ବାଣିଜ୍ୟ ଚୁକ୍ତି ପୂର୍ବରୁ ଝଟକା ଦେଲା EU, ଭାରତୀୟ ସାମଗ୍ରୀ ଉପରେ ବୃଦ୍ଧି କଲା ୨୦% ଶୁଳ୍କ

January 24, 2026

ଜାନୁଆରୀ ୨୬ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ, ୨.୫ କିଲୋଗ୍ରାମ RDX ସହିତ ୪ ଗିରଫ

January 24, 2026
Latest News

ଜାନୁଆରୀ ୨୭ ରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ!: ତିନି ଦିନ ପାଇଁ ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା 

January 24, 2026

ଭାରତକୁ ହରାଇବା ପାଇଁ କେତେ ରନ ଆବଶ୍ୟକ?: ପରାଜୟ ପରେ କହିଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ

January 24, 2026

ଜାତୀୟ ସଙ୍ଗୀତ ପରି ମଧ୍ୟ “ବନ୍ଦେ ମାତରମ୍” ପାଇଁ ଠିଆ ହେବାକୁ ପଡିବ: ଖୁବ୍ ଶୀଘ୍ର ଆସିବ ଆଇନ

January 24, 2026

ବାଣିଜ୍ୟ ଚୁକ୍ତି ପୂର୍ବରୁ ଝଟକା ଦେଲା EU, ଭାରତୀୟ ସାମଗ୍ରୀ ଉପରେ ବୃଦ୍ଧି କଲା ୨୦% ଶୁଳ୍କ

January 24, 2026

ICC ODI ରାଙ୍କିଂ: ବିରାଟ କୋହଲିଙ୍କୁ ଝଟକା ଦେଇ ଶୀର୍ଷ ଆସନ ଅକ୍ତିଆର କଲେ ଡାରିଲ ମିଚେଲ

January 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.