Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେବା ସଂକଳ୍ପ ଅଭିଯାନ: ପଥପ୍ରାନ୍ତ ନାଟକ ମାଧ୍ୟମରେ ବଡ଼ ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ
ଆଜିର ଖବର

ସେବା ସଂକଳ୍ପ ଅଭିଯାନ: ପଥପ୍ରାନ୍ତ ନାଟକ ମାଧ୍ୟମରେ ବଡ଼ ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ

October 3, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସେବା ସଂକଳ୍ପ ଅଭିଯାନ: ପଥପ୍ରାନ୍ତ ନାଟକ ମାଧ୍ୟମରେ ବଡ଼ ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ
ସେବା ସଂକଳ୍ପ ଅଭିଯାନ: ପଥପ୍ରାନ୍ତ ନାଟକ ମାଧ୍ୟମରେ ବଡ଼ ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ

ବାଣପୁର: ପିଏମ୍ ଭେଟିନାଥଦେବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭେଟେଶ୍ବରର ଏକାଦଶ ଓ
ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଭେଟେଶ୍ବର ଗ୍ରାମରେ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜିତ ହୋଇଯାଇଛି। ଉକ୍ତ ଅଭିଯାନରେ “ଆମେ ବଦଳିଲେ ଦେଶ ବଦଳିବ” ଶୀର୍ଷକ ପଥପ୍ରାନ୍ତ ନାଟକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେବା, ସହଯୋଗ, ସ୍ବଚ୍ଛତା ଓ ସାମାଜିକ ଦାୟିତ୍ବର ବାର୍ତ୍ତା ପ୍ରଦାନ କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ ଜେନା, ପୂର୍ବତନ ଛାତ୍ର ସଂଘର ସଭାପତି ଶଶୀକାନ୍ତ ସୁବୁଦ୍ଧି, ବିଦ୍ୟାଳୟ ପରିଚାଳନା କମିଟି (SMC) ର ସଭାପତି ସତ୍ୟନାରାୟଣ ରଣାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ସୋମନାଥ ମହାରଣା, ସୁଧାଂଶୁ ଶେଖର ପ୍ରଧାନ, ଚନ୍ଦନ ପ୍ରଧାନ, ଅବିନାଶ ଜେନା, ବିଶ୍ବମ୍ଭର ପ୍ରଧାନ, ନାରାୟଣ ବେହେରା, ଶିକ୍ଷୟିତ୍ରୀ ପୁଷ୍ପଲତା ଜେନା, କଲ୍ୟାଣୀ ଷଡଙ୍ଗୀ ଓ ଛାତ୍ରଛାତ୍ରୀମାନଙ୍କ ସହ ୨୦୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଉପସ୍ଥିତ ରହି ଅଭିଯାନକୁ ସଫଳ କରିଥିଲେ।

ଉକ୍ତ ପଥପ୍ରାନ୍ତ ନାଟକଟିକୁ ପ୍ରସନ୍ନ କୁମାର ମିଶ୍ର ରଚନା ସାଙ୍ଗକୁ ନିର୍ଦ୍ଦେଶନା ଦେଇଥିବା ବେଳେ ଛାତ୍ର ପବିତ୍ର ସବର, ଲିପନ ଦାସ, ସୁଦର୍ଶନ ଜେନା, ସୂର୍ଯ୍ୟକାନ୍ଧ ଜାନି, ଓ ଛାତ୍ରୀ ଶୁଭଶ୍ରୀ ପ୍ରଧାନ, ରାଜଶ୍ରୀ ସାମନ୍ତରାୟ, ସ୍ବର୍ଣ୍ଣଲତା ପ୍ରଧାନ, ରୂପାଲି ପଟ୍ଟନାୟକ, ବର୍ଷା ବେହେରା, ଶ୍ରୀଜା ସଞ୍ଚିତା ରଥ ଅଭିନୟ କରିଥିଲେ।ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଏହି ସେବାମୂଳକ ପଦକ୍ଷେପକୁ ପ୍ରଶଂସା କରିବା ସହିତ ସମାଜ ପ୍ରତି ଦାୟିତ୍ବବୋଧ, ମାନବିକତା ଓ ସେବା ମନୋଭାବକୁ ଜୀବନର ଅଂଶ କରିବା ପାଇଁ ଆହ୍ୱାନ ଦେଇଥିଲେ।

ଭେଟେଶ୍ବର ସେବା ସଂକଳ୍ପ ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

‘ଓଡ଼ିଶା ଟ୍ରାଭେଲ ବଜାର’ର ଶୁଭାରମ୍ଭ: ପର୍ଯ୍ୟଟନ ପ୍ରଦର୍ଶନୀ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

October 3, 2026

ସିଏନଜି ଭର୍ତ୍ତି ବେଳେ ବିସ୍ଫୋରଣ: ସମ୍ପୂର୍ଣ୍ଣ ଚୂରମାର୍ ହେଲା କାର୍

October 3, 2026

ଏସୀୟ କ୍ରୀଡାରେ ଆଉ ଏକ ବଡ ସଫଳତା: ଗଲ୍ଫରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ଜିତିଲେ ପ୍ରଣବୀ

October 3, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଲେଖିଲେ ଖଡଗେ: କର୍ଣ୍ଣାଟକ ପାଇଁ କଲେ ଗୁରୁତ୍ୱପୂର୍ଣ୍ଣ ଦାବି

October 3, 2026
Latest News

‘ଓଡ଼ିଶା ଟ୍ରାଭେଲ ବଜାର’ର ଶୁଭାରମ୍ଭ: ପର୍ଯ୍ୟଟନ ପ୍ରଦର୍ଶନୀ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

October 3, 2026

ସେବା ସଂକଳ୍ପ ଅଭିଯାନ: ପଥପ୍ରାନ୍ତ ନାଟକ ମାଧ୍ୟମରେ ବଡ଼ ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ

October 3, 2026

ସିଏନଜି ଭର୍ତ୍ତି ବେଳେ ବିସ୍ଫୋରଣ: ସମ୍ପୂର୍ଣ୍ଣ ଚୂରମାର୍ ହେଲା କାର୍

October 3, 2026

କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ: ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନକୁ ଚଟାଇଲା ଧୁଳି

October 3, 2026

ଏସୀୟ କ୍ରୀଡାରେ ଆଉ ଏକ ବଡ ସଫଳତା: ଗଲ୍ଫରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ଜିତିଲେ ପ୍ରଣବୀ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.