Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆତଙ୍କୀ ଆକ୍ରମଣ ପ୍ରତିହତ କରିବା ପାଇଁ ଭୁବନେଶ୍ବରରେ ମକ୍‌ଡ୍ରିଲ୍‌
ଆଜିର ଖବର

ଆତଙ୍କୀ ଆକ୍ରମଣ ପ୍ରତିହତ କରିବା ପାଇଁ ଭୁବନେଶ୍ବରରେ ମକ୍‌ଡ୍ରିଲ୍‌

August 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha Police Moch Drill in Mall
Odisha Police Moch Drill in Mall

ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଏକ ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଛି । ଆତଙ୍କୀ ଅନୁପ୍ରବେଶର କିଭଳି ମୁକାବିଲା କରାଯିବ ସେନେଇ ପୂର୍ବ ପ୍ରସ୍ତୁତି ଅନୁଷ୍ଠିତ ହୋଇଛି । ରସୁଲଗଡ଼ ସ୍ଥିତ ସପିଂ ମଲ ଏସପ୍ଲାନେଡ଼ରେ ଆଜି ଆତଙ୍କୀ ଆକ୍ରମଣ ପ୍ରତିହିତ ପାଇଁ ମକଡ୍ରିଲ କରାଯାଇଛି । ଏହି ମକଡ୍ରିଲରେ ଏନଡିଆରଏଫ, ଓଡିଆରଏଏଫ ସାମିଲ ରହିଛନ୍ତି । ଏହା ସହ ଏହି ମକଡ୍ରିଲରେ ବମ ସ୍କ୍ୱାଡ୍, ଆଣ୍ଟି ଟେରୋରିଜିମ ସ୍କ୍ୱାଡ୍ ଓ ଅଗ୍ନିଶମ ଟିମ ସାମିଲ ଅଛନ୍ତି । ଆତଙ୍କବାଦୀଙ୍କୁ କିପରି ଧରାଯାଇ ପାରିବ ଏବଂ ଜୀବନ୍ତ ବୋମା କିଭଳି ନିଷ୍କ୍ରିୟ କରିହେବ ସେନେଇ ଏହି ରିହର୍ସାଲରେ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 24, 2026

ଆଜି ଜାନୁୟାରୀ ୨୪ ତାରିଖ ଶନିବାରରେ ଆଠଟି ରାଶି ପାଇଁ ରହିଛି ଭଲ ଖବର

January 24, 2026

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026
Latest News

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 24, 2026

ଆଜି ଜାନୁୟାରୀ ୨୪ ତାରିଖ ଶନିବାରରେ ଆଠଟି ରାଶି ପାଇଁ ରହିଛି ଭଲ ଖବର

January 24, 2026

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.