Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସପ୍ତାହର ଅନ୍ତିମ ଦିନରେ 200 ପଏଣ୍ଟ ବୃଦ୍ଧି ପାଇଲା ସେନସେକ୍ସ
ଆଜିର ଖବର

ସପ୍ତାହର ଅନ୍ତିମ ଦିନରେ 200 ପଏଣ୍ଟ ବୃଦ୍ଧି ପାଇଲା ସେନସେକ୍ସ

August 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Markets in panic: Sensex plunges 700 points, Fear index jumps 16%
Markets in panic: Sensex plunges 700 points, Fear index jumps 16%

ଦୁଇ ଦିନ ଧରି ତଳୁଆ ରହିବା ପରେ ଶେଷରେ ଭାରତୀୟ ସେୟାର ବଜାରରେ ଅଭିବୃଦ୍ଧି ଘଟିଛି । ଶୁକ୍ରବାର ସେନସେକ୍ସରେ 200 ପଏଣ୍ଟର ଅଭିବୃଦ୍ଧି ଘଟିଛି । ଏହି ସମୟରେ ନିଫ୍‌ଟୀରେ 60 ପଏଣ୍ଟର ଅଭିବୃଦ୍ଧି ଘଟିଛି । ସେନସେକ୍ସ 205.70 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 37274.63 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍‌ଟୀ 61.35 ପଏଣ୍ଟ ଅଭିବୃଦ୍ଧି ସହିତ 11009.65 ପଏଣ୍ଟରେ ପହଞ୍ଚିଛି । ଚଳିତ ସପ୍ତାହର ଆଜି ଅନ୍ତିମ କାର୍ଯ୍ୟ ଦିବସ ହୋଇଥିବାରୁ ଏହି ଅଭିବୃଦ୍ଧି ନିବେଶକଙ୍କୁ ଅଧିକ ଫାଇଦା ପ୍ରଦାନ କରିବାରେ ସହାୟକ ହୋଇଛି । ଏହି ସମୟରେ ଟାଟା ଷ୍ଟିଲ, ବେଦାନ୍ତ, ଟିସିଏସ୍‌, ୟେସ୍‌ ବ୍ୟାଙ୍କ ଏବଂ ଓଏନ୍‌ଜିସିର ଅଂଶଧନ ସର୍ବାଧିକ ଲାଭ ହାସଲ କରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025

ଭାରତ ପୋଏଲ୍ଟ୍ରି ଏକ୍ସପୋ ଉଦଯାପିତ, ସମ୍ବର୍ଦ୍ଧିତ ହେଲେ ସଫଳ କୁକୁଡା ଚାଷୀ ଓ ଉଦ୍ୟୋଗୀ

September 22, 2025

ବାଣପୁରରେ ନିଆରା ପରମ୍ପରା ଭେଟ ଅମାବାସ୍ୟା, ସପ୍ତମାତୃଶକ୍ତିର ମହାମିଳନ ମହୋତ୍ସବ

September 22, 2025

ନବରାତ୍ରିର ପ୍ରଥମ ଦିନରେ GST ସଂସ୍କାର: ଆଜିଠାରୁ କ’ଣ ଶସ୍ତା ଏବଂ କ’ଣ ହେବ ମହଙ୍ଗା?

September 22, 2025
Latest News

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025

ଭାରତ ପୋଏଲ୍ଟ୍ରି ଏକ୍ସପୋ ଉଦଯାପିତ, ସମ୍ବର୍ଦ୍ଧିତ ହେଲେ ସଫଳ କୁକୁଡା ଚାଷୀ ଓ ଉଦ୍ୟୋଗୀ

September 22, 2025

ବାଣପୁରରେ ନିଆରା ପରମ୍ପରା ଭେଟ ଅମାବାସ୍ୟା, ସପ୍ତମାତୃଶକ୍ତିର ମହାମିଳନ ମହୋତ୍ସବ

September 22, 2025

ନବରାତ୍ରିର ପ୍ରଥମ ଦିନରେ GST ସଂସ୍କାର: ଆଜିଠାରୁ କ’ଣ ଶସ୍ତା ଏବଂ କ’ଣ ହେବ ମହଙ୍ଗା?

September 22, 2025

ଧଉଳି ଶାନ୍ତି ସ୍ତୁପରେ ପାଳିତ ହେଲା ବିଶ୍ୱ ଶାନ୍ତି ଉତ୍ସବ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.