Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେପ୍ଟେମ୍ବର 2 ପର୍ଯ୍ୟନ୍ତ ଚିଦାମ୍ବରମଙ୍କ ରିମାଣ୍ଡ ଅବଧି ବୃଦ୍ଧି : ସିବିଆଇକୁ କୋର୍ଟଙ୍କ ସମାଲୋଚନା
ଆଜିର ଖବର

ସେପ୍ଟେମ୍ବର 2 ପର୍ଯ୍ୟନ୍ତ ଚିଦାମ୍ବରମଙ୍କ ରିମାଣ୍ଡ ଅବଧି ବୃଦ୍ଧି : ସିବିଆଇକୁ କୋର୍ଟଙ୍କ ସମାଲୋଚନା

August 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ରିମାଣ୍ଡ ଅବଧି ସେପ୍ଟେମ୍ବର 2 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ । ଆଜି ଚିଦାମ୍ବରମ୍‌ଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ସିବିଆଇ ପକ୍ଷରୁ ପୁନର୍ବାର 5 ଦିନିଆ ରିମାଣ୍ଡ ଦାବି କରାଯାଇଥିଲା । ସ୍ବତନ୍ତ୍ର କୋର୍ଟ ସିବିଆଇ ଉପରେ ଅସନ୍ତୋଷ ପ୍ରକାଶ କରିବା ସହିତ ଏକ ସମୟରେ 15 ଦିନିଆ ରିମାଣ୍ଡ ଅବଧି କାହିଁକି ଦାବି କରାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ । ଚିଦାମ୍ବରମଙ୍କୁ ଦୈନିକ କେତେ ଘଣ୍ଟା ପଚରା ଉଚୁରା କରାଯାଉଛି ବୋଲି ପ୍ରଶ୍ନ କରିଥିଲେ । ଦୈନିକ 8-10 ଘଣ୍ଟାର ଜେରା ପରେ କମ୍‌ ଉତ୍ତର କୋର୍ଟରେ ପେଶ କରାଯାଉଥିବା ନେଇ ବିଚାରପତି ଅସନ୍ତୋଷ ପ୍ରକାଶ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ସାହିତ୍ୟିକା ଶୁଭଶ୍ରୀ ଲେଙ୍କାଙ୍କ ‘ଛାଇର ଛବି ‘ କବିତା ସଂକଳନ ଉନ୍ମୋଚିତ

September 22, 2025

ପାଲେଷ୍ଟାଇନକୁ ରାଷ୍ଟ୍ରରେ ମାନ୍ୟତା ଦେଲେ ଏହି ଦେଶ: ଇସ୍ରାଏଲ ଏବଂ ଆମେରିକାର ବିରୋଧ

September 22, 2025

ଆଜି ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

September 22, 2025

ଭୁବନେଶ୍ୱର ଏମ୍ସର ତ୍ରୟୋଦଶ ବାର୍ଷିକୋତ୍ସବ

September 22, 2025
Latest News

ସାହିତ୍ୟିକା ଶୁଭଶ୍ରୀ ଲେଙ୍କାଙ୍କ ‘ଛାଇର ଛବି ‘ କବିତା ସଂକଳନ ଉନ୍ମୋଚିତ

September 22, 2025

ପାଲେଷ୍ଟାଇନକୁ ରାଷ୍ଟ୍ରରେ ମାନ୍ୟତା ଦେଲେ ଏହି ଦେଶ: ଇସ୍ରାଏଲ ଏବଂ ଆମେରିକାର ବିରୋଧ

September 22, 2025

ଆଜି ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

September 22, 2025

ଭୁବନେଶ୍ୱର ଏମ୍ସର ତ୍ରୟୋଦଶ ବାର୍ଷିକୋତ୍ସବ

September 22, 2025

ଛକା ମାରିବାରେ ବିଶ୍ଵ ରେକର୍ଡ କଲେ ଅଭିଷେକ ଶର୍ମା: ପଛରେ ପଡିଲେ କ୍ରିସ୍ ଗେଲ୍, ସୂର୍ଯ୍ୟକୁମାର

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.