Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଲିଠାରୁ ରାଜ୍ୟରେ ଲାଗୁ ହେବ ସଂଶୋଧିତ ନୂଆ ମୋଟର ଯାନ ଆଇନ
ଆଜିର ଖବର

କାଲିଠାରୁ ରାଜ୍ୟରେ ଲାଗୁ ହେବ ସଂଶୋଧିତ ନୂଆ ମୋଟର ଯାନ ଆଇନ

August 31, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କାଲିଠୁ ରାଜ୍ୟରେ ଲାଗୁ ହେବ ସଂଶୋଧିତ ନୂଆ ମୋଟର ଯାନ ଆଇନ । ପରିବହନ କାର୍ଯ୍ୟାଳୟର ସ୍ବଚ୍ଛତା ପାଇଁ ଅନ୍‌ଲାଇନରେ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ। ଏହି ନୂଆ ମୋଟର ଯାନ ଆଇନ ଅନୁସାରେ ଅଜଣା ଗାଡ଼ି ଧକ୍କାରେ ମୃତାହତ ବ୍ୟକ୍ତିଙ୍କୁ ସହାୟତା ମିଳିବ । ସହାୟତା ରାଶି ପାଇଁ ମୋଟର ଯାନ ଦୁର୍ଘଟଣା ପାଣ୍ଠି ଗଠନ କରାଯିବ। ଏଣିକି ମୋଟର ଯାନ ଆଇନ ଉଲ୍ଲଂଘନକାରୀ ଅଧିକ ଜରିମାନା ଦେବେ। ଉଲ୍ଲଘଂନକାରୀଙ୍କୁ ଇଲେକଟ୍ରୋନିକ୍ ଯନ୍ତ୍ର ମାଧ୍ୟମରେ ଚିହ୍ନଟ କରାଯିବ । ପୋଲିସ୍‌ ଓ ପରିବହନ ବିଭାଗ ଦ୍ବାରା ଯାଞ୍ଚ କରାଯିବ । ସେହିପରି ଏହି ନୂଆ ନିୟମରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଦଣ୍ଡବ୍ୟବସ୍ଥା ଓ ଜରିମାନାକୁ ଅଧିକ କଡ଼ାକଡ଼ି କରାଯାଇଛି । ଡ୍ରାଇଭିଂ ବେଳେ ମୋବାଇଲ ବ୍ୟବହାର କଲେ ୧୦,୦୦୦ ଟଙ୍କା ଓ କାର୍‌ରେ ବେଲ୍ଟ ନ ବାନ୍ଧିଲେ ଏକହଜାର ଟଙ୍କା ଜରିମାନା ଆଦି ରହିଛି । ସେହିପରି ଅପ୍ରାପ୍ତ ବୟସ୍କ ଗାଡ଼ି ଚଳାଇଲେ ଅଭିଭାବକ ଦଣ୍ଡ ଭୋଗିବେ। ମୋଟର ଯାନ ସଂଶୋଧିତ ନୂଆ ଆଇନ୍‌ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପରିବହନ ସଚିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧଦିବସ ପାଳନ

January 24, 2026

ଦଳ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ନସିମୁଦ୍ଦିନ ସିଦ୍ଦିକି: ମନାଇବାକୁ ଯିବେ ଅଜୟ ରାୟ

January 24, 2026

ବାଂଲାଦେଶର ବଦଳକାରୀ ଦଳ ଘୋଷଣା ICC: ଟି-୨୦ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ଏହି ଦେଶ

January 24, 2026

୭୭ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

January 24, 2026
Latest News

ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧଦିବସ ପାଳନ

January 24, 2026

ଶଙ୍କରାଚାର୍ଯ୍ୟଙ୍କ ସମର୍ଥନରେ ଆସିଲେ ହିନ୍ଦୁ ସଂଗଠନ: ଯୋଗୀ ସରକାରଙ୍କ ବିରୋଧରେ କରିବେ ପ୍ରତିବାଦ

January 24, 2026

ଦଳ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ନସିମୁଦ୍ଦିନ ସିଦ୍ଦିକି: ମନାଇବାକୁ ଯିବେ ଅଜୟ ରାୟ

January 24, 2026

ବାଂଲାଦେଶର ବଦଳକାରୀ ଦଳ ଘୋଷଣା ICC: ଟି-୨୦ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ଏହି ଦେଶ

January 24, 2026

୭୭ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

January 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.