Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକ ବାଲିଯାତ୍ରା ୨୦୨୬: ପ୍ଲଟ୍‌ ପଞ୍ଜୀକରଣ ଅବଧି ବଢ଼ିଲା
ଆଜିର ଖବର

କଟକ ବାଲିଯାତ୍ରା ୨୦୨୬: ପ୍ଲଟ୍‌ ପଞ୍ଜୀକରଣ ଅବଧି ବଢ଼ିଲା

October 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ: ଐତିହାସିକ କଟକ ବାଲିଯାତ୍ରା ୨୦୨୬କୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଜୋରଦାର ଉତ୍ସାହ ଦେଖାଦେଇଛି। ଷ୍ଟଲ୍‌ ପାଇଁ ଏପର୍ଯ୍ୟନ୍ତ ପ୍ରାୟ ୧୦୦୦ ପ୍ଲଟ୍‌ର ପଞ୍ଜୀକରଣ ଶେଷ ହୋଇଛି। ଆଉ କିଛି ପ୍ଲଟ୍‌ ଖାଲି ଥିବାରୁ ପ୍ରଶାସନ ପଞ୍ଜୀକରଣର ଶେଷ ତାରିଖକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢ଼ାଇଛି।

ବାତ୍ୟା ଅର୍ଣ୍ଣବ ଯୋଗୁଁ ଖରାପ ପାଗ ହେବାରୁ ଗତ ଦୁଇ ଦିନ ପଞ୍ଜୀକରଣ ହାର କମିଥିଲା। ତେଣୁ ବ୍ୟବସାୟୀ ଓ ବିଭିନ୍ନ ଅନୁଷ୍ଠାନକୁ ଆଉ ଗୋଟିଏ ଦିନ ସୁଯୋଗ ଦିଆଯାଇଛି। ଆଗ୍ରହୀ ବ୍ୟବସାୟୀମାନେ katakabalijatra.net କିମ୍ବା kataka.odisha.gov.in ୱେବ୍‌ସାଇଟ୍‌ରେ ଅନଲାଇନ୍‌ ପଞ୍ଜୀକରଣ କରିପାରିବେ। ଏଥିସହ କଟକର ବାରବାଟୀ ପ୍ୟାଲେସ୍‌ରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ଅଫ୍‌ଲାଇନ୍‌ ପଞ୍ଜୀକରଣ ସୁବିଧା ରହିଛି।

ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ମହାନଦୀ ତଟରେ ବାଲିଯାତ୍ରା ଆୟୋଜିତ ହେବ। ଏହି ଐତିହାସିକ ମହୋତ୍ସବ କ୍ଷୁଦ୍ର ବ୍ୟବସାୟୀ, ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବସାୟ ଏବଂ ଜୀବିକାର ସୁଯୋଗ ଯୋଗାଇଥାଏ।

Cuttack Bali Jatra ବାଲିଯାତ୍ରା ପ୍ଲଟ୍‌ ବାଲିଯାତ୍ରା ଷ୍ଟଲ୍‌ ପଞ୍ଜୀକରଣ
Share. Facebook Twitter LinkedIn Email WhatsApp Copy Link

Related Posts

IDBI ବ୍ୟାଙ୍କ ଘରୋଇକରଣକୁ ନେଇ ରାଜନୀତି ତେଜ: ମୋଦି ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ

October 30, 2026

ଦୀପାବଳି-ଛଠ ପୂଜା ପୂର୍ବରୁ ରେଳଯାତ୍ରୀଙ୍କୁ ବଡ଼ ଉପହାର! ଅକ୍ଟୋବର ୩୧ରୁ ଗଡ଼ିବ ୫ ନୂଆ ଟ୍ରେନ୍

October 30, 2026

ଲୁଣା ନଦୀବନ୍ଧରୁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର

October 30, 2026

ବନ୍ୟା କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

October 30, 2026
Latest News

ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା: ୩ ମୃତ

October 30, 2026

“ମୁଁ IDBI ବ୍ୟାଙ୍କ କର୍ମଚାରୀଙ୍କ ସହ ଠିଆ ହୋଇଛି”: ଏପରି କାହିଁକି କହିଲେ ରାହୁଲ ଗାନ୍ଧୀ?

October 30, 2026

IDBI ବ୍ୟାଙ୍କ ଘରୋଇକରଣକୁ ନେଇ ରାଜନୀତି ତେଜ: ମୋଦି ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ

October 30, 2026

ଦୀପାବଳି-ଛଠ ପୂଜା ପୂର୍ବରୁ ରେଳଯାତ୍ରୀଙ୍କୁ ବଡ଼ ଉପହାର! ଅକ୍ଟୋବର ୩୧ରୁ ଗଡ଼ିବ ୫ ନୂଆ ଟ୍ରେନ୍

October 30, 2026

ଲୁଣା ନଦୀବନ୍ଧରୁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.