Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏସଆଇଠାରୁ ଟଙ୍କା ନେଉଛି ବଜରଙ୍ଗ ଦଳ ଓ ବିଜେପି : ଦିଗ୍‌ବିଜୟ ସିଂହ
ଆଜିର ଖବର

ଆଇଏସଆଇଠାରୁ ଟଙ୍କା ନେଉଛି ବଜରଙ୍ଗ ଦଳ ଓ ବିଜେପି : ଦିଗ୍‌ବିଜୟ ସିଂହ

September 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଦିଗ୍‌ବିଜୟ ସିଂହ କହିଛନ୍ତି ଯେ, ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇଙ୍କ ମୁସଲମାନଙ୍କଠୁ ବେଶି ଅଣମୁସଲମାନମାନେ ଗୁଇନ୍ଦାଗିରି କରୁଛନ୍ତି । ଏପରିକି ବଜରଙ୍ଗ ଦଳ ଓ ଭାରତୀୟ ଜନତା ଦଳ ଆଇଏସ୍‌ଆଇଠାରୁ ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି ଦିଗ୍‌ବିଜୟ ସିଂହ । ଦିଗ୍‌ବିଜୟ କହିଛନ୍ତି ଯେ, ବଜଙ୍ଗର ଦଳ ଓ ଭାରତୀୟ ଜନତା ଦଳ ଆଇଏସ୍‌ଆଇଠାରୁ ଫଣ୍ଡ ବା ଟଙ୍କା ନେଉଛନ୍ତି, ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ । ସେହିପରି ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଦିଗ୍‌ବିଜୟ ସିଂହ । ଦିଗ୍‌ବିଜୟ କହିଛନ୍ତି ଯେ, ସରକାର ଅର୍ଥବ୍ୟବସ୍ଥାକୁ ବିଗାଡୁଛନ୍ତି । ଚାକିରି ନାହିଁ, ନିଜର କ୍ଷତି ପୂରଣ ପାଇଁ ଆରବିଆଇକୁ ବ୍ୟବହାର କରୁଛନ୍ତି । ମୋଦିଙ୍କୁ ଏବେ ଅର୍ଥବ୍ୟବସ୍ଥା ଉପରେ ସମସ୍ତ ଧ୍ୟାନ ଦେବା ଉଚିତ୍‌ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025

ଭାରତ ପୋଏଲ୍ଟ୍ରି ଏକ୍ସପୋ ଉଦଯାପିତ, ସମ୍ବର୍ଦ୍ଧିତ ହେଲେ ସଫଳ କୁକୁଡା ଚାଷୀ ଓ ଉଦ୍ୟୋଗୀ

September 22, 2025

ବାଣପୁରରେ ନିଆରା ପରମ୍ପରା ଭେଟ ଅମାବାସ୍ୟା, ସପ୍ତମାତୃଶକ୍ତିର ମହାମିଳନ ମହୋତ୍ସବ

September 22, 2025

ନବରାତ୍ରିର ପ୍ରଥମ ଦିନରେ GST ସଂସ୍କାର: ଆଜିଠାରୁ କ’ଣ ଶସ୍ତା ଏବଂ କ’ଣ ହେବ ମହଙ୍ଗା?

September 22, 2025
Latest News

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025

ଭାରତ ପୋଏଲ୍ଟ୍ରି ଏକ୍ସପୋ ଉଦଯାପିତ, ସମ୍ବର୍ଦ୍ଧିତ ହେଲେ ସଫଳ କୁକୁଡା ଚାଷୀ ଓ ଉଦ୍ୟୋଗୀ

September 22, 2025

ବାଣପୁରରେ ନିଆରା ପରମ୍ପରା ଭେଟ ଅମାବାସ୍ୟା, ସପ୍ତମାତୃଶକ୍ତିର ମହାମିଳନ ମହୋତ୍ସବ

September 22, 2025

ନବରାତ୍ରିର ପ୍ରଥମ ଦିନରେ GST ସଂସ୍କାର: ଆଜିଠାରୁ କ’ଣ ଶସ୍ତା ଏବଂ କ’ଣ ହେବ ମହଙ୍ଗା?

September 22, 2025

ଧଉଳି ଶାନ୍ତି ସ୍ତୁପରେ ପାଳିତ ହେଲା ବିଶ୍ୱ ଶାନ୍ତି ଉତ୍ସବ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.